ଆଗାମୀ ୬ ମାସ ମଧ୍ୟରେ ସାରା ରାଜ୍ୟରେ ୧୦୦ଟି ଚିଲିକା ଫ୍ରେସ୍ ଖୋଲିବ:ମନ୍ତ୍ରୀ ଶ୍ରୀ ମହାରଥୀ

ଆଗାମୀ ୬ ମାସ ମଧ୍ୟରେ ସାରା ରାଜ୍ୟରେ ୧୦୦ଟି ଚିଲିକା ଫ୍ରେସ ଖୋଲିବ ବୋଲି କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତିା
ଆଜି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ ଯେ ଚିଲିକା ଫ୍ରେସ ସ୍ଥାପନ ପାଇଁ ୨୦ଟି ଜିଲ୍ଲାରେ ୪୨ଟି ସ୍ଥାନ ଚିହ୍ନଟ ସରିଛିା ବାକି ୫୮ଟି ସ୍ଥାନ ନିରୂପିତ ହେବା ବାକି ରହିଛିା ଆଲୋଚନାରୁ ଜଣା ପଡିଥ#ଲା ଯେ, ୨୦୧୫-୧୬ରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୪.୮ ଲକ୍ଷ ମେଟି୍ରକ୍ ଟନ୍ ଥ#ବାବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୬.୦୬ ଲକ୍ଷ ମେଟି୍ରକ୍ ଟନ୍ରେ ପହଞ୍ଚ#ଛିା ୨୦୧୯ ସୁଦ୍ଧା ମତ୍ସ୍ୟ ଉତ୍ପାଦନ ୯.୬ ଲକ୍ଷ ମେଟି୍ରକ୍ ଟନ୍ରେ ପହଞ୍ଚ#ବା ପାଇଁ ଲକ୍ଷ୍ୟ ରଖାଯାଇଛିା କୌଶଲ୍ୟାଗଙ୍ଗ ମଧୁର ଜଳ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ରରେ ଥ#ବା ଜଳଉତ୍ସଗୁଡିକର ପୁନରୁଦ୍ଧାର କରି ସେଥ#ରେ ଅଧ#କରୁ ଅଧ#କ ମତ୍ସ୍ୟ ଉତ୍ପାଦନ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା
ମତ୍ସ୍ୟଜୀବୀମାନଙ୍କ କଚ୍ଚାଘରକୁ ପର୍ଯ୍ୟାୟକ୍ରମେ ପMାଘରରେ ପରିଣତ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ସହ ମିଶି ପଦକ୍ଷେପ ଗ୍ରହଣ କରାଯାଉଛିା ୨୦୧୩-୧୪ରୁ ୨୦୧୬-୧୭ ମଧ୍ୟରେ ୩୭୧୯ଟି ପMାଘର ନିର୍ମାଣ ପାଇଁ ୩୦ କୋଟି ୬୦ ଲକ୍ଷ ଟଙ୍କା ଆବଣ୍ଟିତ ହୋଇଛିା ସଂପୃକ୍ତ ଜିଲ୍ଲା ପରିଷଦ ଦ୍ୱାରା ୩୨୫୮ଟି ଘର ନିର୍ମାଣକୁ ମଞ୍ଜୁରୀ ମିଳିଥ#ବା ବେଳେ ୨୮୧୫ଟି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିସାରିଛି ଓ ତନ୍ମଧ୍ୟରୁ ୧୫୦୫ଟି ଘରର ନିର୍ମାଣ ସରିଛିା ୯୯୫ଟି ପMାଘର ନିର୍ମାଣାଧୀନ ରହିଛିା ମାଛଧରା ନିଷିଦ୍ଧ ଥ#ବା ସମୟରେ ଜୀବିକା ଉପାର୍ଜନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଓ ସହାୟତା କାର୍ଯ୍ୟକ୍ରମରେ ୨ ହଜାର ଜଣ ମତ୍ସ୍ୟଜୀବୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛିା ଏହି ସହାୟତା ଅଧ#କ ୧୪ ହଜାର ମତ୍ସ୍ୟଜୀବୀଙ୍କୁ ମିଳିବା
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୧୭ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛିା ଚନ୍ଦ୍ରଭାଗାଠାରେ ମତ୍ସ୍ୟ ଉତ୍ପାଦନ ସଂରକ୍ଷିତ ରଖ#ବା ପାଇଁ ନୀଳବିପ୍ଳବ ଯୋଜନାରେ ୨ କୋଟି ୨୫ ଲକ୍ଷ ଟଙ୍କାର ବରଫ କଳର ପ୍ରସ୍ତାବ ଜାତୀୟ ମତ୍ସ୍ୟ ଅଭିବୃଦ୍ଧି ବୋର୍ଡକୁ ଦିଆଯାଇଛିା ୪୦ ମେଟି୍ରିକ୍ ଟନ୍ କ୍ଷମତାବିଶିଷ୍ଟ ବରଫ କଳ ଓ ୫୦ ମେଟି୍ରକ୍ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ଚନ୍ଦ୍ରଭାଗାଠାରେ ନିର୍ମାଣ କରାଯିବା ମତ୍ସ୍ୟଚାଷ ପାଇଁ ଘରୋଇ ଉଦ୍ୟୋଗୀମାନଙ୍କୁ ୫ ବର୍ଷ ଲିଜ୍ ସୂତ୍ରରେ ୧୧ଟି ଜଳାଶୟ ଆବଣ୍ଟନ କରାଯାଇଛିା ୨୦୧୬-୧୭ରେ କେଜ୍ କଲଚର କ୍ଷେତ୍ରରେ ୨ କୋଟି ଟଙ୍କା ବିନିଯୋଗ କରାଯାଇଥ#ଲାା “ମୋ ପୋଖରୀ’ ଖନନ ଯୋଜନାରେ ୨୦୧୭-୧୮ରେ ୪୮ କୋଟି ଟଙ୍କା ବିନିଯୋଗ କରାଯିବା
ପୂର୍ବ ବର୍ଷର ଦୈନିକ ଅଣ୍ଡା ଉତ୍ପାଦନ ୫୩ ଲକ୍ଷରୁ ବୃଦ୍ଧି ପାଇ ୨୦୧୬-୧୭ରେ ଏହା ୫୭.୫୪ ଲକ୍ଷରେ ପହଞ୍ଚ#ଛିା ୨୦୧୯ ସୁଦ୍ଧା ଅଣ୍ଡା ଉତ୍ପାଦନକୁ ଦୈନିକ ୧ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛିା ୨୧ ଲକ୍ଷ କୁMୁଟ କ୍ଷମତାବିଶିଷ୍ଟ ୪୯ଟି ହାଚେରୀ ସ୍ଥାପନ କରାଯିବା ହାଚେରୀ ସ୍ଥାପନ ପାଇଁ ବର୍ତ୍ତମାନ ପ୍ରଚଳିତ ସର୍ବାଧ#କ ୫୦ ଲକ୍ଷ ଟଙ୍କା ରିହାତିକୁ ପୁଣି ଥରେ ପୂର୍ବ ପ୍ରଚଳିତ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଛନ୍ତିା ୨୦୧୬-୧୭ରେ ବାର୍ଷିକ ଦୁU ଉତ୍ପାଦନ ୨୦୦୨ ମେଟି୍ରକ୍ ଟନ୍ରେ ପହଞ୍ଚଛିା ପ୍ରତିବର୍ଷ କୃତି୍ରମ ପ୍ରଜନନ ଦ୍ୱାରା ୨ ଲକ୍ଷ ଶଙ୍କର ଜାତୀୟ ବାଛୁରି ସୃଷ୍ଟି କରାଯାଇପାରିଛିା
ସ୍ଥାନୀୟ ଫିସ୍ଫେଡ୍ କାର୍ଯ୍ୟାଳୟ (ମତ୍ସ୍ୟ ସଦନ)ର ପ୍ରାୟ ୧ ଏକର ପରିମିତ ସ୍ଥାନରେ ୨୨ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟରେ ଏକ ଫିସ୍ ଟାଓ୍ୱାର ନିର୍ମାଣ କରାଯିବା ସମ୍ବଲପୁରଠାରେ ହୀରାକୁଦ ଫ୍ରେସ୍ର ନିର୍ମାଣ କାର୍ଯ୍ୟ ସରିଛିା ଖୁବ୍ ଶୀଘ୍ର ଏହାର ଉଦ୍ଘାଟନ କରାଯିବା ରାଜ୍ୟରେ ଘରୋଇ-ସରକାରୀ ସହଭାଗିତାରେ ୪୦ଟି ଚିକେନ୍ ଫ୍ରେସ୍ କେନ୍ଦ୍ରମାନ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛିା ସେଥ#ପାଇଁ ୨୬ଟି ସ୍ଥାନ ନିରୂପିତ
ହୋଇସାରିଛିା ବାକି ୧୪ଟି ସ୍ଥାନରେ ଚିକେନ୍ ଫ୍ରେସ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛିା ପ୍ରତ୍ୟେକ ଜିଲ୍ଲାରେ ୨ ହଜାର ହେକଫର ଖାରିପାଣି ଉତ୍ସ ଚିହ୍ନଟ କରି ସେଥ#ରେ ଖାରିପାଣି ମତ୍ସ୍ୟଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛିା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଅଧ#କାରୀମାନେ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ବାସ୍ତବ କ୍ଷେତ୍ରରେ ପରିଦର୍ଶନରେ ଯିବା ପାଇଁ ମନ୍ତ୍ରୀ ଶ୍ରୀ ମହାରଥୀ ନିର୍ଦ୍ଦେଶ ଦେଇଥ#ଲୋ

Share in top social networks!