ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

baluka
ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅନ୍ତରାଷ୍ଟ୍ରୀୟ ସଫଳତା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପଢୌକନ ସହ
ସମ୍ମାନିତ କରିଛନ୍ତି । ନୂଆଦିଲ୍ଲୀ ଠାରେ ଅନୁÂିତ ଓଡିଶା ପର୍ବ ଅବସରରେ ଅନୁÂିତ ଉତ୍ସବ ସ୍ଥଳରେ ଶ୍ରୀ ପ୍ରଧାନ ସମ୍ବର୍ଧନା ଜଣାଇଥିଲେ । ଶ୍ରୀ ସୁଦର୍ଶନ ପଟ୍ଟନାୟକ ନିକଟ ଅତୀତରେ ମସ୍କୋ ଠାରେ ଅନୁÂିତ ଦଶମ ବିଶ୍ୱ ବାଲୁକା ଶିଳ୍ପ ପ୍ରତିଯୋଗିତାରେ ବିଶେଷ ବିଚାରକ ମଣ୍ଡଳୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Share in top social networks!