ଯୁକ୍ତ-୨ ପରୀକ୍ଷା ସୁପରିଚାଳନା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟାପକମାନଙ୍କ ସହ ଆଲୋଚନା

ଯୁକ୍ତ-୨ ପରୀକ୍ଷାର ସୁପରିଚାଳନା ନିମନ୍ତେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(୪୮୮ବର୍ଗ) ଅଧ୍ୟାପକମାନଙ୍କ ପ୍ରତିନିଧ#ଙ୍କ ସହ ଆଲୋଚନା କରିଥ#ଲୋ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ଭି.ଜି. ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥ#ଲୋ

ଆଲୋଚନା ସମୟରେ ଅଧ୍ୟାପକମାନଙ୍କ ପ୍ରତିନିଧ#ମାନେ ସେମାନଙ୍କର ବିଭିନ୍ନ ଦାବି ଉପସ୍ଥାପନ କରିଥ#ଲୋ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଅଧ୍ୟାପକମାନଙ୍କର ଦାବି ସଂପର୍କରେ ପର୍ଯ୍ୟାଲୋଚନା କରାଯାଇ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ମତପୋଷଣ କରିଥ#ଲୋ
ମାର୍ଚ୍ଚ ୬ ତାରିଖରୁ ଯୁକ୍ତ-୨ ପରୀକ୍ଷା ଆରମ୍ଭ ହେଉଥ#ବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖ# ଅଧ୍ୟାପକମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପରୀକ୍ଷା ସୁପରିଚାଳନା ଓ ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଆହ୍ୱାନ କରିଥ#ଲୋ ଏଥ#ରେ ପ୍ରତିନିଧ#ମଣ୍ଡଳି ସମ୍ମତି ପ୍ରଦାନ କରିଥ#ବା ପ୍ରକାଶା

Share in top social networks!