ଚୀନର ଫୁଜିୟାନ୍ ପ୍ରଦେଶର ଉଚ୍ଚସ୍ତରୀୟ ପ୍ରତିନିଧ# ଦଳଙ୍କ ସହିତ ବୈଠକ

ଚୀନ ସହିତ ଓଡ଼ିଶାର ସାଂସ୍କୃତିକ ସମ୍ବନ୍ଧ ଓ ଅନେକ କ୍ଷେତ୍ରରେ ସମାନତା ଦୃଷ୍ଟିରୁ ପାରସ୍ପରିକ ସାହାଯ୍ୟ ଓ ସହଯୋଗ ଦ୍ୱାରା ଏହି ସଂପର୍କ ଅଧ#କ ସୁଦୃଢ ହୋଇପାରିବ ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ମତବ୍ୟକ୍ତ କରିଛନ୍ତିା ଚୀନର ଫୁଜିୟାନ୍ ପ୍ରଦେଶରୁ ଓଡ଼ିଶା ଗସ୍ତରେ ଆସିଥ#ବା ଏକ ଉଚ୍ଚସ୍ତରୀୟ ପ୍ରତିନିଧ#ମଣ୍ଡଳି ସହିତ ଇଡ୍କୋ ଟାଓ୍ୱାରଠାରେ ଅନୁଷ୍ଠିତ ବୈଠକ ଅବସରରେ ମନ୍ତ୍ରୀ ଶ୍ରୀ ମିଶ୍ର ଦୁଇ ରାଜ୍ୟ ମଧ୍ୟରେ ଅର୍ଥନୈତିକ ଓ ସାଂସ୍କୃତିକ ସହଯୋଗର ଅନେକ ସୁଯୋଗ ଓ ସମ୍ଭାବନା ରହିଛି ବୋଲି କହିଥ#ଲୋ ଚୀନ୍ ମୂଳ ଭୂଖଣ୍ଡର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ଚୀନ୍ର ଅନ୍ୟତମ ବିକଶିତ ରାଜ୍ୟ ଫୁଜିୟାନ୍ ପ୍ରଦେଶର ବୈଦେଶିକ ବ୍ୟାପାରର ଡାଇରେକଫର ଜେନେରାଲ୍ ଓ୍ୱାଙ୍ଗ୍ ଟିଆନ୍ମିଙ୍ଗଙ୍କ ନେତୃତ୍ୱରେ ଆସିଥ#ବା ପ୍ରତିନିଧ#ମଣ୍ଡଳୀ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଆଲୋଚନା ସମୟରେ ଦୁଇ ରାଜ୍ୟ ମଧ୍ୟରେ ମୈତ୍ରୀ ଓ ସହଯୋଗ ଦ୍ୱାରା ଉଭୟ ଉପକୃତ ହେବେ ବୋଲି ମତ ପୋଷଣ କରିଥ#ଲୋ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଦେଶବିଦେଶରୁ ପୁଞ୍ଜି ଆମନ୍ତ୍ରଣ କରାଯିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥ#ଲୋ ପାରମ୍ପରିକ ଖଣିଜ ଓ ଧାତବ ଶିଳ୍ପ ବ୍ୟତିରେକ ବର୍ତ୍ତମାନ ରାଜ୍ୟରେ ଆଇଟି, ଇଲେକ୍ଟ୍ରୋନିକ୍ସ, ଆପାରେଲ୍, ବୟନ, ପର୍ଯ୍ୟଟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିବେଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲୋ
ଫୁଜିୟାନ୍ ପ୍ରଦେଶର ବୈଦେଶିକ ବ୍ୟାପାର ଡାଇରେକଫର ଜେନେରାଲ୍ ଓଡ଼ିଶା ତଥା ଭୁବନେଶ୍ୱର ସହରର ପ୍ରଶଂସା କରିବା ସହିତ ଭାରତ ଚୀନ୍ର ସର୍ବବୃହତ ପଡୋଶୀ ଦେଶ ବୋଲି ଅଭିହିତ କରି ଚୀନ୍ ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତକୁ ଅଗ୍ରାଧ#କାର ଦେଉଛି ବୋଲି କହିଥ#ଲୋ ୩୭୫୨ କିମି ଦୀର୍ଘ ଉପକୂଳ ଥ#ବା ଚୀନ୍ର ଫୁଜିୟାନ୍ ରାଜ୍ୟ ଅର୍ଥନୈତିକ ଓ ଶିଳ୍ପ ଅଭିବୃଦ୍ଧିର ଏକ ଅଗ୍ରଣୀ ରାଜ୍ୟ ବୋଲି କହିଥ#ଲୋ ଓଡ଼ିଶା ପରି ପ୍ରାକୃତିକ ସଂପଦରେ ଭରା ଏହି ରାଜ୍ୟରେ ପାରମ୍ପରିକ ସାମୁଦି୍ରକ ଶିଳ୍ପ ସହିତ ଅତ୍ୟାଧୁନିକ ଇଲେକ୍ଟୋ୍ରନିକ୍ସ ଓ ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ବୋଲି କହିଥ#ଲୋ
ଦୁଇ ରାଜ୍ୟ ମଧ୍ୟରେ ମୈତ୍ରୀ ରାଜିନାମା ଦ୍ୱାରା ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥ#ଲାା ଏହି ଅବସରରେ ପ୍ରତିନିଧ# ଦଳର ମୁଖ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଏକ ପ୍ରତିନିଧ# ଦଳକୁ ଚୀନ ଗସ୍ତରେ ଆସିବା ପାଇଁ ନିମନ୍ତ୍ରଣ କରିଥ#ଲୋ
ବୈଠକ ପ୍ରାରମ୍ଭରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ପ୍ରାକୃତିକ ସଂପଦ ଓ ମାନବ ସମ୍ବଳରେ ସମୃଦ୍ଧ ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ କରାଯାଉଥ#ବା ସୁବିଧା ଓ ସୁଯୋଗ ସଂପର୍କରେ ଭିଡିଓ ପ୍ରଦର୍ଶନ ମାଧ୍ୟମରେ ସୂଚନା ଦେଇଥ#ଲୋ ଓଡ଼ିଶା ସରକାରଙ୍କ ଶିଳ୍ପ ନୀତି ଏବଂ ସହଜରେ ବ୍ୟବସାୟ ଏବଂ ଅନ୍ୟ ରାଜ୍ୟ ତୁଳନାରେ କମ ଖର୍ଚ୍ଚରେ ଶିଳ୍ପ ପ୍ରତିଷ୍ଠା କରିପାରିବା ଆଦି ବିଷୟରେ ଶିଳ୍ପ ସଚିବ ଅବତାରଣା କରିଥ#ଲୋ
ବୈଠକରେ ଫୁଜିୟାନ୍ ରାଜ୍ୟର ପ୍ରତିନିଧ#ମଣ୍ଡଳିରେ ଅନ୍ୟମାନଙ୍କ ମଧ୍ୟରେ ଫୁଜିୟାନ୍ ରାଜ୍ୟ ସରକାରଙ୍କ ଡେପୁଟି ସେକ୍ରେଟାରୀ ଜେନେରାଲ ଝାନ୍ଝିଜିଏଙ୍କ ସମେତ ଫୁଜିୟାନ୍ ରାଜ୍ୟ କମୁ୍ୟନିକେସନ୍ ଓ ଟ୍ରାନ୍ସପୋର୍ଟେସନ୍ ଗ୍ରୁପ୍ କମ୍ପାନୀର ଜେନେରାଲ ମ୍ୟାନେଜର, ଇନ୍ଭେଷ୍ଟମେଣ୍ଟ ଏବଂ ଡେଭ୍ଲପ୍ମେଣ୍ଟ ଗ୍ରୁପ୍ର ଡେପୁଟି ଜେନେରାଲ ମ୍ୟାନେଜର, ରାଜ୍ୟ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟର ଇଂରାଜୀ ମୌଖ#କ ଅନୁବାଦକାରୀ ଓ ପ୍ରିନିସ୍ପାଲ ଷ୍ଟାଫ୍ ମେମ୍ବର ଏବଂ ଚୀନ୍ର କୋଲକାତାସ୍ଥିତ କନସଲ୍ ଜେନେରାଲ କାର୍ଯ୍ୟାଳୟର କାଇ ଝିଫେଙ୍ଗ, ଗାଓ ଜିଆଙ୍ଗ ଓ ଶ୍ରୀମତୀୟାସି ସୁରାନା ପ୍ରମୁଖ ଯୋଗଦେଇଥ#ବା ବେଳେ ଓଡ଼ିଶାର ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଇଡ୍କୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଂଜୟ ସିଂଙ୍କ ସମେତ ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ସିଆଇଆଇ, ଫିକି, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ରଜ୍ ଓ ଟାଏ, ଭୁବନେଶ୍ୱରର କର୍ମକର୍ତ୍ତା ଏବଂ ଇଡ୍କୋ ଓ ଇପିକଲ୍ର ବରିଷ୍ଠ ଅଧ#କାରୀମାନେ ଯୋଗ ଦେଇଥ#ଲୋ

Share in top social networks!