ଆଇ . ସି . ଏ . ଆର୍ – କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ବର ଠାରେ ତା ୧୭ ଫେବୃୟାରୀ, ୨୦୧୭ ରେ ସ୍ଥାପନା ଦିବସ ଉତ୍ସବ ପାଳନ

ICARWOMENଭାରତୀୟ କୃଷି ଅନୁସନ୍ଧାନ ପରିଷଦ , ନୁଆ ଦିଲ୍ଲୀ ଅଧିନସ୍ଥ ଭୁବନେଶ୍ବର ସ୍ଥିତ କେନ୍ଦ୍ରିୟ କୃଶିରତ ମହିଳା ସଂସ୍ଥାନ ଠାରେ ଗତ ୧୭. ୦୨.୨୦୧୭ ରେ ଅନୁଷ୍ଠିତ ହୋଇଯାଇ ଅଛି ଓ ଏହି ଉପଲକ୍ଷେ, କେନ୍ଦ୍ରିୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଭୁକ୍ତ କୃଷି ଅନୁସନ୍ଧାନ ଓ ସିକ୍ଷା ବିଭାଗର ସଚିବ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଓଉଇଜ), ନୁଆ ଦିଲ୍ଲୀ ର ମହାନିର୍ଦେଶକ, ଡ. ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ରୁପେ ଉପସ୍ଥିତ ଥିଲେ ଓ ଆଇ . ସି . ଏ . ଆର୍ ର, ଉପ ମହାନିର୍ଦେଶକ(କୃଷି ଶିକ୍ଷା), ଡ. ଏନ୍ ଏସ୍ ରାଥୋଡ୍ ଓ (କୃଷି ସଂଗପ୍ରସାରଣ)ର ଉପ ମହାନିର୍ଦେଶକ ଡ. ଏ. କେ. ସିଂ , ଭୁବନେଶ୍ବର ସ୍ଥିତ ଓଡିଶା କୃଷି ଓ ବୈସୟିକ ବିସ୍ବବିଦ୍ୟାଳୟ (ଙ.ଟ.ଇ.ଞ) ର କୁଳପତି, ଡ. ଏସ୍. ପଶୁପାଳକ, ଡ. ଭି . ଭି . ସଦଓମତେ (ପ୍ଲାନ୍ନିଂଗ୍ କମିଶନ୍ ର ପୁର୍ବତନ ସଦସ୍ୟ) ଏବଂ ପ୍ରଖ୍ୟାତ ଜେଣ୍ଡର ଗବେଷକ, ଡ. ଆଶା ହଂସ୍ , ବିଶେଷ ଅତିଥି ରୁପେ ଉପସ୍ଥିତ ଥିଲେ ଓ ଭୁବନେଶ୍ବର ସ୍ଥିତ, ଅନ୍ୟାନ୍ୟ ଆଇ . ସି . ଏ . ଆର୍ ସଂସ୍ଥାନ ର ନିର୍ଦେଶକ ଏବଂ ବୈଜ୍ଞାନିକ ମାନେ ମଧ୍ୟ ଏହି ଉତ୍ସବ ରେ ଯୋଗ ଦେଇ ଥିଲେ ଓ ଏହି କାର୍ୟ୍ୟକ୍ରମରେ ରାଜ୍ୟର ୨୫ ଟି ଗ୍ରାମରୁ ପ୍ରାୟ ୩୦୦ରୁ ଉର୍ଧ ମହିଳା ଚାଷୀ ଏବଂ ବିଭିନ୍ନ ଆଇ . ସି . ଏ . ଆର୍ ସଂସ୍ଥାନ, ରାଜ୍ୟ ସରକାରଂକ କୃଷି ବିଭାଗ ଓ ମିଡିଆ କର୍ମୀ ଆଦି କୁ ନେଇ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ଓ
ମୁଖ୍ୟ ଅତିଥି, ଡ. ତ୍ରୀଲୋଚନ ମହାପାତ୍ର, ବିଶେଷ ଅତିଥି ମଓନଂକ ସହିତ ଦୀପ ପ୍ରଜ୍ବଳନ କରି ଉତ୍ସବର ସୁଭାରମ୍ଭ କରି ଥିଲେ ଓ ସଂସ୍ଥାନ ର ନିର୍ଦେଶିକା, ଡ. ଜତିନ୍ଦର୍ କିସ୍ଥବାରିଆ ସ୍ବାଗତ ସମ୍ଭାଷଣ ଦେଇ ଥିଲେ ଓ ତାଂକ ଭାଷଣରେ ସେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସଂସ୍ଥାନର ସମସ୍ତ ଉପଲବ୍ଧି ବିଷୟରେ କହିଲେ ଓ ସେ ସଂସ୍ଥାନର କ୍ଷମତା ବିଷୟରେ ଆଲୋକପାତ କରି କହିଲେ ଯେ ଭାରତବର୍ଷର ଏହା ଏକ ବିରଳ ସଂସ୍ଥାନ ଯାହା ଲିଂଗ ଭିତିକ ଅନୁସଂଧାନ ଏବଂ କୃଶିରତ ମହିଳା ମାନଂକ ଉପରେ କାର୍ୟ୍ୟ କରେ ସ ଡ. ଏନ୍. ଏସ୍ ରାଥୋଡ୍ ସଂସ୍ଥାପନଓ ଦିବସ ସମ୍ଭାଷଣ ଦେଲେ ଓ
ଏହି ଅବସରରେ ସଫଳମହିଳା ଚାଷୀ ମଓନଂକୁ ପୁରଷ୍କାର ବିତରଣ କରଓ ଗଲା ଓ ତତ୍ପରେ, ବୈଜ୍ଞାନିକ ଓ ମହିଳା ମାନଂକୁ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରା ଯାଇଥିଲା ଓ ଏଥିରେ ମହିଳାମାନେ କୃଷିରେ ଅନୁଭବ କରୁଥିବା ସମସ୍ୟା ଗୁଡିକ ବୈଜ୍ଞାନିକମାନକୁ ପଚାରି ଥିଲେ ଓ ଉତ୍ତର ପାଇ ଥିଲେ ଓ ମହିଳା ମଓନଂକୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ ମଧ୍ୟ କରଓ ଯାଇଥିଲା ଓ
ସଂସ୍ଥାନ ରେ ପ୍ରଦର୍ଶନ କ୍ଷେତ୍ର, କୃଷି ଯନ୍ତ୍ରପାତି ତିଆରି ପାଇଁ ଥିବା କାର୍ୟ୍ୟ ଶାଳଓ ଇତ୍ୟାଦି କୁ ଅତିଥିମାନେ କରିଥିଲେ ଓ ଏହି ଅବସର ରେ କୃଷି ମହିଳା ମାନଂକ ନିମନ୍ତେ ଅନେକ ଗୁଡିଏ ପୁସ୍ତିକଓ ମଧ୍ୟ ଉନ୍ମୋଚନ କରଓ ଯାଇ ଥିଲା ଓ ବିଭିନ୍ନ କୃଷି ସଂସ୍ଥାନ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଂକ ଦ୍ବାରା ପ୍ରଦର୍ଶନୀ ର ଆୟୋଜନ ମଧ୍ୟ ହୋଇ ଥିଲା ଓ ଶେଷରେ, ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଏବଂ ମୁଖ୍ୟ ଅଓୟୋଜିକଓ, ଡ. ସବିତା ମିଶ୍ର ଧନ୍ୟବାଦ ପ୍ରସ୍ତାବ ଜ୍ଞଓପନ କରି ଥିଲେ ଓ

Share in top social networks!