ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ସମ୍ମିଳନୀ ଉଦ୍ଘାଟିତ

saf2କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଦକ୍ଷିଣ ଏସୀୟ ବିରାଦରୀ ଏବଂ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜିଠାରୁ
ଆରମ୍ଭ ହୋଇଛି ତି୍ର-ଦିବସୀୟ ଦକ୍ଷିଣ ଏସୀୟ ସମ୍ମିଳନୀ । ଏହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଭିନ୍ନ ଦେଶ ମଧ୍ୟରେ
ସୁସମ୍ପର୍କ ପ୍ରତିÂା ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ୧୯୯୦ରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ (ଏସ୍ଏଏଫ୍) ପ୍ରତିÂା କରାଯାଇଥିଲା । ଆପୋଷ ମତଭେଦ
ଦୂର କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଉନ୍ନତି ନିମନ୍ତେ ଏହା ଏକ ଶ୍ରେÂ ମଞ୍ଚରେ ରୂପାନ୍ତରିତ ହୋଇପାରିଛି । ଦକ୍ଷିଣ ଏସୀୟ ରାଷ୍ଟ୍ର ଭାରତ, ନେପାଳ,
ବାଂଲାଦେଶ, ପାକସ୍ତାନ, ଶ ି ୀଲଙ୍କା ଏବଂ ଆଫଗାନ ୍ର ସିାନ ଆଦ ୍ଥ ଙ୍କ ମଧ୍ୟରେ ସାମାଜ ି କ, ସାଂସ୍କ ି ତୃ କ ତଥା ଭାଷାଗତ ବ ି ଭେଦ ଦ ି ର କର ୂ ବାରେ ଏହା ପ ି ମ୍ର ଖୂ
ଭୂମିକା ନିର୍ବାହ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଏସ୍ଏଏଫ୍ର ମହାସଚିବ ସତ୍ୟ ପାଲ୍ । ସେ କହିଥିଲେ ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ଼
ଆହାନ ହୋଇ ଛ ୍ୱ ଡିା ହୋଇଛ ÿ । ତେଣ ି ପୁ ତ୍ୟେକ ଦେଶର ସରକାର ଏବଂ ଜନସାଧାରଣ ଜଳ ସଂରକ୍ଷଣକ ୍ର ପୁ ।ଧାନ୍ୟ ଦେବାର ଆବଶ୍ୟକତା ରହ ୍ର ଛିି ।
ସେହିପରି ବିପର୍ଯ୍ୟୟ ପ୍ରଶମନ ପାଇଁ ଦକ୍ଷତା ବୃଦ୍ଧି ଜରୁରୀ ।
ବାଂଲାଦେଶ ଏସ୍ଏଏଫ୍ର ସଭାପତି ପ୍ରଫେସର ଅନିସୁଜ୍ ଜମନ୍ ଆତଙ୍କବାଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋକପାତ କରିଥିବାବେଳେ
ରବିନାରାୟଣ ମହାନ୍ତି ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, କିଟ୍ର ପ୍ରତିÂାତା
ଡ. ଅଚୁ୍ୟତ ସାମନ୍ତ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସ୍ଏଏଫ୍ର ସଂଯୋଜକ ମନୋଜ ଜେନା
ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!