ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ:୨୦୧୬ ଦ୍ୱିତୀୟ ସନ୍ଧ୍ୟା

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଓ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ, ନୂଆଦିଲ୍ଲୀର ପୃଷ୍ଠପୋଷକତାରେ ଡିସେମ୍ବର ୧୫ ତାରିଖରୁ ସପ୍ତମତମ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉତ୍କଳ ମଣ୍ଡପ ଆରମ୍ଭ ହୋଇଛିା ଏହି ମହୋତ୍ସବରେ ଓଡ଼ିଶା ସମେତ ୪ଟି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତିା

ଆଜି ଦ୍ୱିତୀୟ ଦିବସରେ ଏହି ଜନଜାତି ମହୋତ୍ସବରେ ପ୍ରଥମେ ଆସାମର ରାଭା ଜନଜାତିମାନେ ପ୍ରଦର୍ଶିତ କରିଥ#ଲେ “ହାସ୍ହୋଙ୍ଗ୍’ ନୃତ୍ୟା ଲୋହିତ ଓ ନୀଳ କୋଠି ଯୁକ୍ତ ଧୋତି ସହ ରଙ୍ଗୀନ୍ ପେଟିକୋଟ ଓ ମୁଣ୍ଡରେ ପଗଡି ପିନ୍ଧି ପୁରୁଷ ନର୍ତ୍ତକମାନେ ସୁନ୍ଦର ବେଶ ପରିପାଟିରେ ସୁସଜ୍ଜିତ ମହିଳା ନର୍ତ୍ତକୀମାନଙ୍କ ସହ
ବାଦ୍ୟର ତାଳେତାଳେ ନୃତ୍ୟ ପରିବେଷଣ କରିଥ#ଲୋ ଲାଞ୍ଜିଆ ସଉରାମାନଙ୍କ ଦ୍ୱାରା ପରିବେଷିତ “ଗୋତର ପରବ୍’ ନୃତ୍ୟ ଦର୍ଶକମାନଙ୍କୁ ଯେତିକି
ବିମୋହିତ କରିଥ#ଲା, ଝାଡଖଣ୍ଡର ଓରାଓଁ ଜନଜାତିମାନଙ୍କ “କରମ୍ଭରାନୀ’ ନୃତ୍ୟ ସେତିକି ଆତ୍ମବିସ୍ମ&ୃତ କରିଦେଇଥ#ଲାା ପରେ ପରେ ପରିବେଷିତ ହୋଇଥ#ଲା ଛତିଶଗଡର ବିସନ୍ହର୍ଣ୍ଣ ମାଡିଆ ଜନଜାତିଙ୍କ “କର୍ସନା’ ନୃତ୍ୟା ଝାଡଖଣ୍ଡର ସାନ୍ତାଳମାନେ “ଲାଙ୍ଗଡେ’ ନୃତ୍ୟକୁ ଯେପରି ଅଭିନବ ଶୈଳୀରେ ପ୍ରଦର୍ଶିତ କଲେ ତାହା
ଦର୍ଶକମାନଙ୍କୁ ପୂରା ମନ୍ତ୍ରମୁU କରିଦେଇଥ#ଲାା ସେହିପରି ଓଡ଼ିଶାର କୋୟାମାନଙ୍କର ଚଇତି ପରବ ନୃତ୍ୟ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥ#ଲାା ସେମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟର ମୁଖ୍ୟ ଆକର୍ଷଣ ଥ#ଲା କୋୟା ରମଣୀମାନେ ଗୋଟିଏ ଧାଡିରେ ଛିଡା ହୋଇ ବିଭିନ୍ନ ଭାବଭଙ୍ଗୀରେ ସୁନ୍ଦର ନୃତ୍ୟା ସେହିପରି
କନ୍ଧମାନଙ୍କର ଘୁମୁରା ନୃତ୍ୟ ମଧ୍ୟ ଦର୍ଶକମାନଙ୍କୁ ବିମୁU କରିଥ#ଲାା

ଶେଷରେ ଝାଡଖଣ୍ଡର “ହୋ’ ଜନଜାତିମାନେ ପରିବେଷଣ କରିଥ#ଲେ “ମାଘେ’ ନୃତ୍ୟା ହୋମାନେ ବିଭିନ୍ନ ପର୍ବପର୍ବାଣି ପାଳନ ଅବସରରେ ଏହି ନୃତ୍ୟ କରିଥାନ୍ତିା ମାଘମାସରେ ନୂଆ ଶସ୍ୟ ଖାଇବା ସମୟରେ ମାଘ ପରବ୍ ପାଳନ କରାଯାଇଥାଏା ପ୍ରତ୍ୟେକ ନୃତ୍ୟ ପରେ ପରେ ନୃତ୍ୟ ଶିଳ୍ପୀମାନଙ୍କୁ ସ୍ମାରକ ପ୍ରଦାନ କରି
ସମ୍ବର୍ଦ୍ଧିତ କରାଯାଇଥ#ଲାା ଏହି ତି୍ରଦିବସୀୟ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଡିସେମ୍ବର ୧୭ ତାରିଖ ଦିନ ଉଦ୍ଯାପିତ
ହେବାର କାର୍ଯ୍ୟକ୍ରମ ରହିଛିା

Share in top social networks!