ଜଗନ୍ନାଥ ମନ୍ଦିରରେ ଆମିଷ ପ୍ରସାଦ ପରିବେଷଣ ଖବର ସଂପର୍କରେ

sharmaaଏୟାର ଇଣ୍ଡିଆର ପତ୍ରିକାରେ ପ୍ରକାଶିତ ହୋଇଥିବା ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମନ୍ଦିରରେ ଆମିଷ ପ୍ରସାଦ ପରିବେଷଣ ଖବରକୁ ଭାରତୀୟ ଜନତା ପାର୍ଟି ଘୋର ନିନ୍ଦା କରିଛି । ଉକ୍ତ ପତ୍ରିକାକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଦାବୀ କରିଛନ୍ତି ।

Share in top social networks!