ପୁଞ୍ଜିନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ହାଇଦ୍ରାବାଦରେ ରୋଡ୍-ସୋ

makeinodishaରାଜ୍ୟରେ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆଜି ହାଇଦ୍ରାବାଦଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍-ସୋର ଆୟୋଜନ କରାଯାଇଥ#ଲାା ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ମିଳନୀରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଫେଡେରେସନ୍ର ପ୍ରାୟ ୨୦୦ରୁ ଊ–ର୍ ଶିଳ୍ପସଂସ୍ଥାର ପ୍ରତିନିଧ# ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଉପଲବ୍ଧ ସୁବିଧା ଓ ସୁଯୋଗ ବିଷୟରେ ଅବତାରଣା କରିଥ#ଲୋ ସଂପ୍ରତି ପୂର୍ବଭାରତରେ ଓଡ଼ିଶା ଏକ ଅର୍ଥନୈତିକ ଶକ୍ତି ଭାବରେ ଉଭା ହୋଇଥ#ବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ନିଆଯାଇଥ#ବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଥ#ଲୋ ରାଜ୍ୟରେ ଇଂଜିନିୟରିଂ, ଅଟୋ-କମ୍ପୋନେଣ୍ଟ, ପ୍ଲାଷ୍ଟିକ୍ ଓ ପଲିମର, କେମିକାଲ୍ସ, ଟେକ୍ସଟାଇଲ୍ ଓ ଆପାରେଲ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକତା ଦିଆଯାଉଥ#ବା ପରିପ୍ରେକ୍ଷୀରେ ଶିଳ୍ପପତିମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହେବା ନିମନ୍ତେ କହିଥ#ଲୋ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଉଦ୍ୟୋଗୀମାନଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥ#ବା ସହଯୋଗ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ ରାଜ୍ୟରେ ଦକ୍ଷ ଓ କୁଶଳୀ ମାନବସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ପର୍ଯ୍ୟାପ୍ତ ଜମି ଯୋଗାଇ ଦେବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତିା ଏହି ଅବସରରେ ଅପରାହ୍ନରେ ପ୍ରାୟ ୫୨ ଜଣ ପୁଞ୍ଜିନିବେଶକାରୀଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ର ଓ ପ୍ରତିନିଧ#ମାନେ ପୁଞ୍ଜିନିବେଶ ନିମନ୍ତେ ସିଧାସଳଖ ଆଲୋଚନା କରିଥ#ଲୋ ଏଥ# ସହିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ସଲ ଜେନେରାଲ୍ ଶ୍ରୀମତୀ କ୍ୟାଥେରିନ୍ ବି. ହାzାଙ୍କ ନେତୃତ୍ୱରେ ଯୋଗଦେଇଥ#ବା ଏକ ୫ ଜଣିଆ ପ୍ରତିନିଧ# ଦଳଙ୍କ ସହ ମଧ୍ୟ ମନ୍ତ୍ରୀ ଶ୍ରୀ ମିଶ୍ର ସିଧାସଳଖ ଆଲୋଚନା କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ବ୍ୟବସାୟ ବୃଦ୍ଧିରେ ସହଯୋଗ ଓ ସମ୍ଭାବନା ସହିତ ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରାଇଥ#ଲୋ ସୂଚନାଯୋଗ୍ୟ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବରେ ଆମେରିକାର ଟାଏ-ସିଲିକନ୍ ଭ୍ୟାଲି ସହିତ ଓଡ଼ିଶାରେ ଆଇଟି ଏବଂ ଇଏସ୍ଡିଏମ୍ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷଣ କରିବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା
ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଇଡ୍କୋର ସିଏମ୍ଡି ଶ୍ରୀ ସଂଜୟ ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥ#ବା ବିଭିନ୍ନ ପ୍ରୋତ୍ସାହନ, କର ରିହାତି ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥ#ଲୋ ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ହେଉଥ#ବା ୩ ଦିନିଆ “ମେକ୍ ଇନ୍ ଓଡ଼ିଶା କନ୍କ୍ଳେଭ୍’ରେ ଭାଗ ନେବା ପାଇଁ ଶିଳ୍ପୋଦ୍ୟୋଗୀମାନଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ଆମନ୍ତ୍ରଣ କରିଥ#ବା ବେଳେ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ବହୁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରିଥ#ବା ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲୋ

Share in top social networks!