ଯୁବ ସମାଜସେବୀ ତରଫରୁ ବସ୍ତ୍ର ବଂଟନ

karଯାଜପୁର ଜିଲା ଦାନଗଦୀ ବ୍ଲକ ରଣାଗୁଂଡି ପଂଚାୟର ଯୁବ ସମାଜସେବୀ Sushil କୁମାର କର ସାତବାଟିଆ
ଅଦାବାସୀ ଲୋକମାନଙ୍କୁ ଲୋକଙ୍କୁ ବସ୍ତ୍ର ବଂଟନ କରିଥିଲେ । ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଶାଢୀ ଓ ଲୁଙ୍ଗି ଏବଂ ପିଲାମାନଙ୍କୁ ଡ୍ରେସ ବଂଟନ
କରିଥିଲେ । ଏମାନଙ୍କୁ ସାହଯ୍ୟ କଲେ ଭଗବାନକୁ ସାହଯ୍ୟ କଲା ଭଲି ଲାଗେ ବୋଲି ଶ୍ରୀ ଯୁବ ସମାଜସେବୀ ତରଫରୁ ବସ୍ତ୍ର ବଂଟନ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ
ମଧ୍ୟରେ ରାଜେନ୍ଦ୍ର ମହନ୍ତ,ନାରୟଣ ତ୍ରପାଠୀ,ଲୁଲୁ ମହନ୍ତ ପ୍ରମୁଖ ଏହି ବଂଟନ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ।

Share in top social networks!