ଯୁବନେତା ତରଫରୁ ଶୀତବସ୍ତ୍ର ବଂଟନ

ଏବେ ଶୀତ ପଡିଆସିଲାଣୀ ଏହାକୁ ଆଖିରେ ରଖି ଯାଜପୁର ଜିଲା ଦାନଗଦୀ ବ୍ଲକ ଯଖପୁରା ଅଂଚଳର ଯୁବନେତା ଜ୍ୟୋତିରମୟ ଧଳ ଆଦୀବାସୀ ଲୋକମାନଙ୍କୁ ଶୀତବସ୍ତ୍ର ବଂଟନ କରିଥିଲେ । ମାନବ ସେବାହିଁ ମାଧବ ସେବା ଓ ମୋ ସ୍ୱଳ୍ପ ରୋଜଗାର କିଛି ପଇସା ସାମଜରେ ବସବାସ କରୁଥିବା ଗରିବ ନିଷ୍ପେସିତ ଲୋକଙ୍କ
ସେବାରେ ନିୟୋଜିତ କରିବି ବୋଲି ଶ୍ରୀ ଧଳ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Share in top social networks!