ଷ୍ଟ୍ରାଟ୍ ଅପ୍ ଓଡ଼ିଶା ୨୮ ଓ ୨୯ ନଭେମ୍ବର ୨୦୧୬ରେ

tieeଦି ଇଣ୍ଡସ୍ ଏନ୍ଣ୍ଟରପ୍ରିନିୟସ୍‛ କୌଣସି ସୁବିଧା ନାହିଁ, ପୃଥିବୀ ସମ୍ବନ୍ଧୀୟ ଉଦ୍ୟୋଗକାରୀ ଗୋÂୀଙ୍କୁ ସ୍ୱାଗତ ଜଣାଉଛି
ସାରା ଭାରତ । ବିଶ୍ୱସ୍ତ,ସାମାଜିକ ସମ୍ପର୍କ, ଶିକ୍ଷାର ବୃଦ୍ଧି, ମାକେର୍ଟ ଉପରେ ନିଜର ହାତରଖିବା ଓ ପାଣ୍ଠି ଏହି ୫ଟି ସ୍ତମ୍ଭ
ଉଦ୍ୟୋଗ ଜଗତ ତଥା ଉଦ୍ୟୋଗକାରୀଙ୍କ ସହ ମିଶି ଏକ ନୂତନ ବିପ୍ଲବ ଆଣିବା ପାଇଁ କ୍ଷମତା ଥିବା ଆମର ବିଶ୍ୱାସ ।
ଏହା ସହ ଏହି ୫ଟି ସ୍ତମ୍ଭ ବ୍ୟବସାୟ କୁ ଉନ୍ନତୀର ଚରମ ଶିଖରରେ ପହଁଚାଇବାର ମାଧ୍ୟମ ଅଟେ ।
ଓଡ଼ିଶା ସରକାରଙ୍କ ଉଦ୍ୟେଗକାରୀ ବିଭାଗ ତରଫରୁ ଏହି ଗୁପ୍ତ ସଭାର ସୂତ୍ରପାତ ହୋଇଛି ଯେଉଁଠାରେ ଏକ ମଂଚରେ
ଉଦ୍ୟୋଗକାରୀ ଏବଂ ସମସ୍ତ ଅର୍ଥ ଜମାଟକାରୀ, ଅର୍ଥବିନିଯୋଗକାରୀ ଏକାଠି ହେବାର ନଜିର ସମସ୍ତ ପୂର୍ବ ଭାରତରେ
ପ୍ରଥମ ଅଟେ ।

ଟି.ଆଇ.ଇ ଭୁବନେଶ୍ୱରରେ ବହୁ ପ୍ରକାରର କାର୍ଯ୍ୟକଳାପ ଦ୍ୱାରା ରାଜ୍ୟର ଯୁବକ ଗୋÂୀଙ୍କୁ ଉସôାହିତ କରିବା ସହ
ପ୍ରେରଣା ଦେବ ଓ ଅନୁପ୍ରେରିତ କରିବ ଯାହା ସାରା ରାଜ୍ୟରେ ଉଦ୍ୟୋଗକାରୀଙ୍କ ଉନ୍ନତି ହେବର ଆଧାର ହେବ ।
ଭୁବନେଶ୍ୱରର ଅଧ୍ୟାୟରେ ‘ଷ୍ଟ୍ରାଟ୍ ଅପ୍ ଓଡ଼ିଶା’ ଭାରତ ସରକାରଙ୍କ ସହ ଓଡିଶା ସରକାରଙ୍କର ସହଯୋଗରେ ଏହାର
ସୂତ୍ରପାତ ହୋଇଛି । ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ବିଭାଗ ଓଡିଶା ସରକାର ଓ ଶିଳ୍ପ ସମ୍ବନ୍ଧୀୟ ସରକାରଙ୍କ ନୀତି ପଦୋନ୍ନତି
ବିଭାଗ ଭାରତ ସରକାରଙ୍କ ସହଯୋଗିତାରେ ଟି.ଆଇ.ଇ ଭୁବନେଶ୍ୱର ପାଇଁ ‘ଷ୍ଟ୍ରାଟ୍ ଅପ୍ ଓଡ଼ିଶା’ ୨୦୧୬ ।

ଓଡିଶାରେ ଏହି ସଭା ଯୋଗୁଁ କେନ୍ଦ୍ରିତ କରିଛି ୧୦୦୦ରୁ ଏ ପାଖରୁ ସେ ପାଖ ପଯ୍ୟନ୍ତ ରାଷ୍ଟ୍ରରେ ତିଆରି କରିଛି ନୂଆ
ଭାବନା । ଏହା ପ୍ରଥମେ ସୂତ୍ରପାତ କରିଛି ଭୁବନେଶ୍ୱରର ଅଧ୍ୟାୟ ଆଣିଛି ଅର୍ଥ ବିନିଯୋଗକାରୀ, ବିଶ୍ୱସ୍ତ ଏବଂ ପ୍ରବୀଣ
ଉଦ୍ୟୋଗକାରୀଙ୍କ ଠାରୁ ରାଷ୍ଟ୍ରର ଏ ପାଖରୁ ସେ ପାଖ ପଯ୍ୟନ୍ତ ଓ ଆନ୍ତରିକ ଭାବରେ ଚେଷ୍ଟା କରିବ । ପୃଥିବୀର ବିଭିନ୍ନ
ଅଂଶରୁ ପୃଥିବୀ ସମ୍ବନ୍ଧୀୟ ବିଶ୍ୱସ୍ତ, ଉଦ୍ୟୋଗକାରୀ, ଅର୍ଥବିନିଯୋଗକାରୀଙ୍କ କ୍ରୀଡାର କ୍ରୀୟାଶୀଳ ଭୁମିକା ଆଣିବା ପାଇଁ
ଟି.ଆଇ.ଇ ଚେଷ୍ଟା କରୁଛି ।

ଯଥାକ୍ରମେ ୨୮ ଓ ୨୯ ନଭେମ୍ବର ୨୦୧୬ରେ ଗୁପ୍ତ ସଭା ଅନୁÂିତ ହେବା ପାଇଁ ଯୋଜନା ରହିଛି । ‚କଳ୍ପନା
ବ୍ୟବସାୟଙ୍କ ପ୍ରତିଯୋଗିତାର ଯୋଜନା‚ ଏହା ଏକ ଅଂଶ ନୂଆ କଳ୍ପନା ଆଣିବା ପାଇଁ ଏକ ମେଜ । ପ୍ରଥମ ୫୦୦ ଜଣ
ଯୋଗ୍ୟ ବିବେଚିତ ହୋଇଥିବା ଆଇ.ଏନ.ଆର -୨୦,୦୦୦ ଓ ୩ ଜଣ ଟପ୍ ବ୍ୟବସାୟୀଙ୍କୁ ୧କୋଟି ଦିଆଯିବ ।
ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିବ ପରସ୍ପର ସହ ସଂଶ୍ଲିଷ୍ଟ ଜୈବ ସମାଜ ଓ ଏହାର ପରିବେଶ ଗୋଟେ ଜାଗାରେ
ଏହା ସହ ଅର୍ଥବିନିଯୋଗକାରୀ, ସରକାରଙ୍କ ନୀତି ନିର୍ମାତା , ପ୍ରତିÂାତା, ଆଇନ ମୁଖ୍ୟ. ଏହା ସହ ଜୀବନକାଳ ପାଇଁ
ସୁବିଧା ସୁଯୋଗ ଦିଆଯିବ,ନୂତନ ପ୍ରେରଣା ଓ ଅନୁପ୍ରେରଣା ମିଳିବ । ରାଜ୍ୟ ସରକାର ତାଙ୍କର ବ୍ୟବସାୟକୁ ପରବର୍ତି
ସ୍ତରରେ ଏହା ସହ ମଧ୍ୟ ଆକର୍ଷଣୀୟ କରିବାକୁ ଉଦେ୍ଧଶ୍ୟ ରହିଛି ।

ଓଡିଶାରେ ‘ଷ୍ଟ୍ରାଟ୍ ଅପ୍ ଓଡ଼ିଶା’ ପାଇଁ ମୁଖ୍ୟ ବକ୍ତା ଭାବେ ସଂଗଠନ ଓଲା, ଉବର ଓ ବିଭିନ୍ନ ବହୁ ରାଷ୍ଟିୟ କମ୍ପାନୀ
ସଂଗଠନ ଏବଂ ବକ୍ତା ସିଲିକା ଉପତ୍ୟାକା ତରଫରୁ ଯୋଗ ଦେବେ ।

Share in top social networks!