ରାଜ୍ୟ ବିଜେପି ତରଫରୁ ବିଭିନ୍ନ ପ୍ରକଳ୍ପ, ଓ ବିଭାଗ ସଂଯୋଜକମାନଙ୍କ ନାମ ଘୋଷଣା

ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ବିଭିନ୍ନ ପ୍ରକଳ୍ପ ବିଭାଗ ଓ ପ୍ରକୋÂ ଗୁଡିକର ସଂଯୋଜକ ମାନଙ୍କର ନାମ ଘୋଷଣା କରାଯାଇଅଛି । ବିଭିନ୍ନ ବିଭାଗ ସଂଯୋଜକ ଦାୟିତ୍ୱରେ କ୍ରମରେ- ସୁଶାସନ ଓ କେନ୍ଦ୍ର ରାଜ୍ୟ ସଂପର୍କ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱିରାଜ ହରିଚନ୍ଦନ, ନୀତିଶୋଧ କେନ୍ଦ୍ର ରାଜ୍ୟ ସମ୍ପାଦକ ଶ୍ରୀ ଯତୀନ ମହାନ୍ତି, ଗଣମାଧ୍ୟମ ସମ୍ପର୍କ- ସୁଜିତ କୁମାର ଦାସ, ପ୍ରଶିକ୍ଷଣ- ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରଶାଦ ଶତପଥୀ, ରାଜ୍ୟନୈତିକ ପ୍ରତିପୃଷ୍ଟି ଓ ନିର୍ବାଚନ ପରିଚାଳନା, ନିର୍ବାଚନ କମିଶନ ସହସମ୍ପର୍କ – ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜନୈତିକ କାର୍ଯ୍ୟକ୍ରମ ଓ ସଭା ସମିତି- ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ୍, ଗ୍ରନ୍ଥାଗାରା ଓ ପ୍ରଲେଖନ- ଭୁବାନାନନ୍ଦ ତ୍ରିପାଠୀ, ବିପର୍ଯ୍ୟୟ ସହାୟତା ଓ ସହଯୋଗ – ଶ୍ରୀ ବିନୋଦ ଦାସ ପୂର୍ବତନ କୋଷାଧ୍ୟକ୍ଷ ସଭାପତିଙ୍କ କାର୍ଯ୍ୟାଳୟ ଓ ଗ୍ରସ୍ତ କାର୍ଯ୍ୟକ୍ରମ– ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦୀ ସାମଲ, ବିକାଶ ପ୍ରଚାର ଓ ସାହିତ୍ୟ- ଲାଲଟେନ୍ଦୁ ବଡୁ, ନ୍ୟାସ ସମନ୍ୱୟ-ପୂର୍ବତନ ସାଂସଦ ଶ୍ରୀ ସୁରେନ୍ଦ୍ର ଲାଠ, ଆଇନ ଓ ଆଇନ ସମନ୍ଧୀୟ ବ୍ୟବସ୍ଥା- ଆଇନଜୀବି ଶ୍ରୀ ପ୍ରସନ୍ନ ପାଢୀ, ପତ୍ରିକା ଓ ପ୍ରକାଶନ ପ୍ରଫେସର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୂଚନା ଓ ପ୍ରଯୁକ୍ତି, ୱେବସାଇଟ ଓ ସାମାଜିକ ଗଣମାଧ୍ୟମ –ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଆନ୍ତର୍ଜାତିକ ସଂପର୍କ- ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଓ ଆଜୀବନ ସହଯୋଗ ନିଧି- ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ।
ବିଭିନ୍ନ ପ୍ରକଳ୍ପ କ୍ରମରେ ଜିଲ୍ଲା କାର୍ଯ୍ୟାଳୟ ନିର୍ମାଣ ପୂର୍ବତନ ସାଂସଦ ଶ୍ରୀ ସୁରେନ୍ଦ୍ର କୁମାର ଲାଠ, କାର୍ଯ୍ୟାଳୟ ଆଧୁନିକ କରଣ- ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସାଧାରଣ ସମ୍ପାଦକ, ଗ୍ରନ୍ଥାଗାର ପ୍ରକଳ୍ପ- ଭୁବନାନନ୍ଦ ତ୍ରିପାଠୀ, ଇ-ଲାଇବ୍ରେରୀ-ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସମ୍ପାଦିକା,ସ୍ୱଚ୍ଛ ଭାରତ ଅଭିଯାନ ପ୍ରକଳ୍ପ- ପୂର୍ବତନ ବିଧାୟକ,ପ୍ରତାପ ଷଢଙ୍ଗ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଓ ରାଷ୍ଟ୍ରୀୟ ପ୍ରଶିକ୍ଷଣ ଅଭିଯାନର ସଂଯୋଜକ ଶ୍ରୀ ରଞ୍ଜନ ପଟେଲ ରାଜ୍ୟ ସାଧାରଣ ସମ୍ପାଦକ,ରାଷ୍ଟ୍ରୀୟ ମହାସଂପର୍କ ଅଭିଯାନ-ଛୋଟେଲାଲ ମହନ୍ତ ।
ବିିଭିନ୍ନ ପ୍ରକୋÂ ଦାୟୀତ୍ୱରେ କ୍ରମରେ- ଆଇନ ପ୍ରକୋÂ-ଆଇନଜୀବୀ ଶ୍ରୀ ରବି ନାରାୟଣ ପଟ୍ଟନାୟକ, ବୁଦ୍ଧିଜୀବି ପ୍ରକୋÂ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ସୁର୍ଦଶନ ନାୟକ, ସ୍ୱାସ୍ଥ୍ୟ ପ୍ରକୋÂ –ଡଃ ରାମକୃଷ୍ଣ ପୁରୋହିତ, ଅର୍ଥନୀତି ପ୍ରକୋÂ- ଶ୍ରୀ ସତ୍ୟବ୍ରତ ପଣ୍ଡା, ସମବାୟ ପ୍ରକୋÂ- ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର, ପୂର୍ବତନ ସେନାନୀ ପ୍ରକୋÂ- ଶ୍ରୀ ବୀରେନ୍ଦ୍ର କୁମାର ବସ୍ତିଆ ଓ ସହ ସଂଯୋଜକ- ଅଭୟ ବାରିକ, ସାଂସ୍କୃତିକ ପ୍ରକୋÂ- ଗୀତିକାର ଶ୍ରୀ ପଂଚାନନ ନାୟକ, ତନ୍ତୁବାୟ ପ୍ରକୋÂ-ରାମକୃଷ୍ଣ ମେହେର, ଶିକ୍ଷକ ପ୍ରକୋÂ- ବିଜୟ ବିଷୋଇ, ବ୍ୟବସାୟ ପ୍ରକୋÂ- ଶିଲ୍ପପତି ଶ୍ରୀ ଅଜୟ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Share in top social networks!