ଓଡ଼ିଶାରେ ଅନ୍ତର୍ଜାତୀୟ ହକି ଖେଳ ପାଇଁ ପ୍ରାରମ୍ଭିକ ଆଲୋଚନା

hockeyuuଓଡ଼ିଶାରେ ସମ୍ମାନଜନକ ଅନ୍ତର୍ଜାତୀୟ ହକି ଖେଳର ଓ୍ୱାଲïର୍ ଲିଗ୍ ଏବଂ ଓ୍ୱାଲïର୍ କପ୍ ପାଇର୍ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛିା ଏଥ# ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ପ୍ରାରମ୍ଭିକ ଆଲୋଚନା ହୋଇଥ#ଲାା ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଶାସନ ସଚିବ ଶ୍ରୀ ବିଶାଳ ଦେବ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖେଳର ପ୍ରସ୍ତାବିତ ସୂଚୀ ଆଲୋଚନା ପାଇଁ ଉପସ୍ଥାପନ କରିଥଲୋ

୨୦୧୭ ମସିହା ଡିସେମ୍ବର ମାସ ୨ରୁ ୧୦ ତାରିଖ ମଧ୍ୟରେ ଓ୍ୱାଲïର୍ ଲିଗ୍ ଏବଂ ୨୦୧୮ ମସିହା ନଭେମ୍ବର-ଡିସେମ୍ବର ମାସରେ ଓ୍ୱାଲïର୍ କପ୍ ଅନୁଷ୍ଠିତ ହେବାର ପ୍ରସ୍ତାବ ରହିଛିା ଏହି ଦୁଇଟିକୁ ଓଡ଼ିଶାରେ ଆୟୋଜନ କରିବା ନିମନ୍ତେ ନୀତିଗତ ନିଷ୍ପତ୍ତି ହୋଇଥ#ଲାା
ଉନ୍ନୟନ କମିଶନର ଶ୍ରୀ ଆର୍. ବାଲକ୍ରିଷ୍ଣନ୍, କ୍ରୀଡା ନିର୍ଦ୍ଦେଶକ ଶ୍ରୀ ଅନନ୍ତ କୁମାର ଜେନାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ

Share in top social networks!