ଟାଟା ଷ୍ଟିଲ କଳିଙ୍ଗନଗର ଇସ୍ପାତକାରଖାନାକୁ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା’ ପୁରସ୍କାର

tatasteelଭୁବନେଶ୍ୱରଠାରେ ଆୟୋଜିତ ୭ତମ ଓଡ଼ିଶାରାଜ୍ୟ ନିରାପତ୍ତା କନ୍କ୍ଲେଭ୍ରେ ଦେଶର ଅଗ୍ରଣୀଇସ୍ପାତ ଓ ଖଣି କମ୍ପାନୀ ଟାଟାଷ୍ଟିଲର କଳିଙ୍ଗନଗର ଇସ୍ପାତ କାରଖାନାକୁ ସ୍ୱର୍ଣ୍ଣବ ର୍ଗରେ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା ପୁରସ୍କାର ୨୦୧୫’ରେ ସମ୍ମାନିତ କରାଯାଇଛି।ଗୁଣବତ୍ତା ଓ ପରିବେଶ ପରିଚାଳନାସେବା ଅନୁଷ୍ଠାନ (ଆଇକୁ୍ୟଇଏମ୍ଏସ୍) ପକ୍ଷରୁସେପ୍ଟେମ୍ବର ୨୪ ଓ ୨୫ ତାରିଖ ଦୁଇ ଦିନ ଧରିଭୁବନେଶ୍ୱରଠାରେ ଆୟୋଜିତଓଡ଼ିଶାରାଜ୍ୟ ନିରାପତ୍ତା କନ୍କ୍ଲେଭ୍ ୨୦୧୬ରେ ଟାଟା ଷ୍ଟିଲ କଳିଙ୍ଗନଗର ଇସ୍ପାତ କାରଖାନାକୁ ନିର୍ମାଣ ବିଭାଗରେ ଉକ୍ତ ପୁରସ୍କାର ପ୍ରଦାନକରାଯାଇଥିଲା।

କମ୍ପାନୀ ପକ୍ଷରୁଟାଟାଷ୍ଟିଲରମୁଖ୍ୟ ଆବାସିକକାର୍ଯ୍ୟନିର୍ବାହୀଶ୍ରୀମଣିକାନ୍ତ ନାୟକ, ଟାଟାଷ୍ଟିଲକଳିଙ୍ଗନଗର ଅପରେସନ୍ସୁରକ୍ଷାବିଭାଗଚିଫ୍ଶ୍ରୀବି.ଡିମହାନ୍ତି ଓ ଟାଟାଷ୍ଟିଲକଳିଙ୍ଗନଗରକାର୍ଯ୍ୟସ୍ଥଳୀସୁରକ୍ଷା (ଅପରେସନ୍) ବିଭାଗମୁଖ୍ୟଶ୍ରୀଗଜେନ୍ଦ୍ରଚନ୍ଦ୍ରବିଶୋଇଏହି ପୁରସ୍କାରଗ୍ରହଣକରିଥିଲେ।ଏହତ ଅଧିବେସନରେଶ୍ରୀମହାନ୍ତି ‘ସଂସ୍ଥାରେସୁରକ୍ଷାସଂସ୍କୃତି ଆଣିବାରେନେତୃତ୍ୱରଭୂମିକା’ ଉପରେ ଏକ ସନ୍ଦର୍ଭଉପସ୍ଥାପନ କରିଥିଲେ।ଉଭୟସରକାରୀ ଓ ଘରୋଇକମ୍ପାନୀରବରିଷ୍ଠ ଅଧିକାରୀ ଓ ନିରପତ୍ତାାବିଶେଷଜ୍ଞମାନେ ଏଥିରେଯୋଗଦେଇଥିଲେ।

Share in top social networks!