ସୁକିନ୍ଦାରେ ପ୍ରଫୁଲ୍ଲଙ୍କ ରଣହୁଙ୍କାର ବିରୋଧୀ ଛାନିଆ

ghadeiଆଗକୁ ପାଂଚୟତ ନିର୍ବାଚନ ଦୃଷ୍ଟିରେ ରଖି ସୁକିନ୍ଦାରେ ଗଠିତ ହୋଇଥିବା ମହାମେ•କୁ ନେଇ ସୁକନ୍ଦା ରାଜନୀତି ଚର୍ଚ୍ଚାରେ ରହିଥିବା ବେଳେ ପୂର୍ବତର୍ନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏହକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ମୋପାଇଁ ପରିଚୟ ସୃଷ୍ଟି କରିପାରିଛନ୍ତି
ଏବଂ ପ୍ରତିଷ୍ଟିତ ହୋଇପାରିଛନ୍ତି ସେମାନେ ଏବେ ଭସ୍ମାସୁର ସାଜି ମୋତେ ଭସ୍ମ କରିାବକୁ ବାହାରିଛନ୍ତିା କିନ୍ତୁ ରାଜନୀତି ଯୁଦ୍ଧରେ ମୁଁ ଏତେ ବୋକା ନୁହେଁ ବୋଲି ପ୍ରଫୁଲ୍ଲ ଘଡାଇ ସୁକିନ୍ଦା ଖଣି ଅଂଚଳରେ ହୋଉଥିବା ଏହ ସଭାରେ ରଣହୁଁଙ୍କା ଦେଇଛନ୍ତି।

ଠିକଣା ସମୟ ଆସିଲେ ଏମାନଙ୍କୁ ଠିମ ଜବାବ ଦିଆଯିବ ବୋଲି ଶ୍ରୀ ଘଡାଇ କହିବା ପରେ ଏବେ ମହାମେ• ନେତାଙ୍କ ମୁଣ୍ଡ ଜାମ ଧରିଛି। ପ୍ରଫୁଲ୍ଲ ଘଡାଇ ନିଜର ନିଚ୍ଛକ ଭାଷଣ ପାଇଁ ସୁକିନ୍ଦା ସମେତ ଓଡିଶାରେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଭାଷଣ ରେ ସିକିନ୍ଦା ରାଜନୀତି ଟଳମଳ କରିଦିଅନ୍ତି। ସେ ମଧ୍ୟ କହିଥିଲେ ପୂର୍ବ ନିର୍ବାଚନରେ କି ବିଲରୁ ନହେଲା ନାହିଁ କିନ୍ତୁ ନିଜର କୈଶଳ ବୁଦ୍ଧିରେ ଖଳାରୁ ନେଇଯିବି। ତାହା ମଧ୍ୟ ସେ ପୂର୍ବ ନିର୍ବାଚନରେ ପ୍ରମାଣ କରିଛନ୍ତି। ସେଥିଲାଗି ମହାମେଣ୍ଡ କଂଗ୍ରେସ ,ବିଜେପି ଏହି ବାଣି ଶୁଣି ସର୍ତକ ରହିହା ଉଚିତ।

କିଛି ବଜେଡି ନେତା ମତବ୍ୟକ୍ତ କରିଛନ୍ତି ଯେ ପ୍ରଫୁଲ୍ଲ ଘଡାଇ ରହିଥିବା ଯାଏ ସୁକିନ୍ଦା ରେ ନଜର ଅସ୍ତିତ୍ୱ ବଜାଇରଖିଛନ୍ତି ରଖିଥିବେ ମଧ୍ୟ। କଥାରେ ଅଛି କୁକୁର ବିଲୁଆ ଚିକିସ୍ଥକ ହେଲେ ରୋଗୀ କି ପାଇବ ପ୍ରାଣ ସେଭଳି ମାଫିଆ ମାନେ ରାଜନୀତି ଆସିଲେ ରାଜନୀତ ଅବସ୍ତା କଣ ହେବ ତାହା ଭଗବାନଙ୍କୁ ଜଣା ? ଆଉ ଗୋଟେ କଥା ହେବେ ସୁକିନ୍ଦା ରେ ଚର୍ଚ୍ଚାରେ ଅସିଛି ଗେଣ୍ଡୁ ଫୁଳ ହାର ଦେଲେ ୫ହଜାର
କିଛି ସସ୍ତା ନେତା ନଜକୁ ପ୍ରତିଷ୍ଟିତ କରିବାପାଇଁ ଯେତେ ଖେଳକୁ ଅତିଥି ହୋଇଯାଉଛନ୍ତି ଗେଣ୍ଡୁ ଫୁଳ ହାର ଦେଲେ ୫ ରୁ ୧୦ ହଜାର ଟଙ୍କା ଦେଉଛନ୍ତ

Share in top social networks!