ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ଶିକ୍ଷାଦାନରେ ଉତ୍କର୍ଷ ହାସଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ

ରାଜ୍ୟରେ ବିଦ୍ୟାଳୟମାନଙ୍କରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତିା ଆଜି ଏକ ଭିଡିଓ କନ୍ଫରେନସିଂ ଜରିଆରେ ମନ୍ତ୍ରୀ ଶ୍ରୀ ମିଶ୍ର ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥ#ଲୋ ମନ୍ତ୍ରୀ ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧ#କାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଏ.ଡି.ଇ.ଓ ଏବଂ ବି.ଇ.ଓମାନଙ୍କ ସହିତ ଭିଡିଓ କନ୍ଫରେନସିଂ ଜରିଆରେ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ପଚାରି ବୁଝିଥ#ଲୋ
ସମୀକ୍ଷାରେ ଉଜ୍ଜ୍ୱଳ, ଉତ୍କର୍ଷ କାର୍ଯ୍ୟକ୍ରମର ସଠିକ୍ ରୂପାୟନ ନିମନ୍ତେ ପ୍ରତ୍ୟେକସ୍ତରରେ ଆବଶ୍ୟକ ତଦାରଖ ଉପରେ ଗୁରୁତ୍ୱ ଆରୋପ କରାଯାଇଥ#ଲାା ଏଥ# ସହିତ ଆବଶ୍ୟକ ଅନୁଯାୟୀ ବିଦ୍ୟାଳୟଗୁଡିକର ମିଶ୍ରଣ, ୧୦ରୁ କମ ଉପସ୍ଥାନ ଥ#ବା ଏଲିମେଣ୍ଟାରୀ ସ୍କୁଲକୁ ବନ୍ଦ କରିଦେବା, ସ୍କୁଲୟୁନିଫର୍ମ ବଣ୍ଟନ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥ#ବା ସ୍କୁଲ କିଟ୍ ଏବଂ ସାଇକେଲ ବଣ୍ଟନର ଅଗ୍ରଗତି ଏବଂ ମଧ୍ୟାହ୍ନ ଭୋଜନର ସୁପରିଚାଳନା ସଂପର୍କରେ ସମୀକ୍ଷା କରାଯାଇଥ#ଲାା ଏଥ# ସହିତ ଅଣତାଲିମପ୍ରାପ୍ତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲୋ ଏତଦ୍ବ୍ୟତୀତ ନୂତନ ପ୍ରଧାନଶିକ୍ଷକ ପଦବୀ ସୃଷ୍ଟି ନିମନ୍ତେ ଅପ୍ଗ୍ରେଡେଡ୍ ଉଚ୍ଚ ବିଦ୍ୟାଳୟଗୁଡିକର ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସଂପୃକ୍ତ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥ#ଲାା ଉଚ୍ଚ ବିଦ୍ୟାଳୟଗୁଡିକରେ ଖାଲି ପଡିଥ#ବା ନିୟମିତ ଶିକ୍ଷକ ପଦବୀ ସଂପର୍କରେ ସମୀକ୍ଷା କରାଯାଇଥ#ଲାା ଏଥ# ସହିତ ୩୯୯ଟି ସରକାରଙ୍କ ଦ୍ୱାରା ବିଜ୍ଞାପିତ ନୂତନ ଗ୍ରାଣ୍ଟଇନ୍-ଏଡ୍ ଉଚ୍ଚ ବିଦ୍ୟାଳୟର ସ୍ଥିତି ସଂପର୍କରେ ରିପୋର୍ଟ ବିଳମ୍ବ ନକରି ତୁରନ୍ତ ଦେବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥ#ଲୋ ଗୋଟିଏ ପରିସରରେ ଥ#ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ମିଶ୍ରଣ ସଂପର୍କରେ ମଧ୍ୟ ସମୀକ୍ଷା ହୋଇଥ#ଲାା ଏଥ# ସହିତ ବିଭିନ୍ନ ବିଦ୍ୟାଳୟରେ ଅତିରିକ୍ତ ସେକ୍ସନ୍ ନିମନ୍ତେ ଆବଶ୍ୟକ ଶିକ୍ଷକ, ଖାଲି ପଡିଥ#ବା ଶିକ୍ଷକ ଏବଂ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀମାନଙ୍କର ମାତୃତ୍ୱକାଳୀନ ଛୁଟି ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥ#ଲାା
ଏଥ# ସହିତ ସମୀକ୍ଷା ସମୟରେ “ଉତ୍କର୍ଷ’ର ମାର୍ଗଦର୍ଶିକା ସଂପର୍କରେ ଆଲୋଚନା ସହ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ନଥ#ବା ବ୍ଲକ୍ଗୁଡିକରେ ଯଥାଶୀଘ୍ର ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲୋ
ଏହି ସମୀକ୍ଷା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁନ୍ଦରଲାଲ ସିଂ, ଓପେପାର ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଚୂଡାମଣି ସେଠ୍, ମଧ୍ୟାହ୍ନ ଭୋଜନର ରାଜ୍ୟ ନୋଡାଲ ଅଧ#କାରୀ ଶ୍ରୀ ଗଙ୍ଗାଧର ସାହୁଙ୍କ ସମେତ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!