ବଣାଇରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଉଜ୍ଜଳା ଯୋଜନାର ଶୁଭାରମ୍ଭ

jualbhaiକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଜି ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବଡ଼ିଭିଜନ ଅନ୍ତର୍ଗତ ବଣାଇ, ଲହୁଣିପଡ଼ା ଏବଂ କୋଇଡ଼ାଠାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଥିଲେ। ଆଇଓସିଏଲ ଦ୍ୱାରାପୂର୍ବାହ୍ନ ୧୧ଟାରେବଣାଇର ଆଇ.ଟି.ଡ଼ି.ଏହଲରେଆୟୋଜିତଏହିକାର୍ଯ୍ୟକ୍ରମରେମନ୍ତ୍ରୀଶ୍ରୀଓରାମମୁଖ୍ୟ ଅତିଥି ଶୁଭାରମ୍ଭ କରିକହିଲେ ଯେ ଦିନଥିଲାଗ୍ୟାସ ପାଇଁଜଣେଉପଭୋକ୍ତାକୁମାସମାସ ଧରି ଆପେକ୍ଷାକରିବାକୁ ପଡ଼ୁଥିଲା। କିନ୍ତୁକେନ୍ଦ୍ରରେମୋଦି ସରକାର ଆସିବା ଫଳରେଏହାର ଅନ୍ତ ଘଟିଛି। ଆଜିର ଦିନରେ ଆଇଓସିଏଲର ଅଧିକାରୀମାନେ ଗାଁଗାଁବୁଲିଉପଭୋକ୍ତାଚୟନ କରୁଛନ୍ତିଏବଂ ଘର ଦ୍ୱାରରେଗ୍ୟାସ ଉପଲବ୍ଧ ହୋଇପାରୁଛି। ସେଥିପାଇଁଶ୍ରୀଓରାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏବଂକେନ୍ଦ୍ରତୈଳ ଓ ପ୍ରାକୃତିକଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେଶ୍ରୀଓରାମଏଲ.ପି.ଜିଉପଭୋକ୍ତାମାନଙ୍କୁଗ୍ୟାସବିତରଣକରିଥିଲେ। ପରେଲହୁଣିପଡ଼ାଏବଂକୋଇଡ଼ାଠାରେ ଆୟୋଜିତ ଉଜ୍ଜଳାଯୋଜନାରକାର୍ଯ୍ୟକ୍ରମକୁ ମଧ୍ୟ ମନ୍ତ୍ରୀଶ୍ରୀଓରାମଶୁଭାରମ୍ଭ କରିଥିଲେଏବଂଚୟନ ହୋଇଥିବାଉପଭୋକ୍ତାମାନଙ୍କୁଗ୍ୟାସବିତରଣକରିଥିଲେ।
ଏହିକାର୍ଯ୍ୟକ୍ରମମାନଙ୍କରେମନ୍ତ୍ରୀଶ୍ରୀଓରାମଙ୍କସହବଣାଇସାଂଗଠନିକଜିଲ୍ଲାସଭାପତିରାହାସବିହାରୀ ପ୍ରଧାନ, ରମେଶ ଅଗ୍ରୱାଲ, ପୂର୍ଣ୍ଣ ପ୍ରଧାନ, ଲୁଥାରଓରାମ, ଧନେଶ୍ୱରମହନ୍ତ, ପ୍ରଭାକରମଲ୍ଲିକ, ଜୟନ୍ତିମହନ୍ତ, ଚେତନ ନାୟକଙ୍କସମେତ ଆଇଓସିଏଲର ଆଂଚଳିକ ଅଧିକାରୀ ପୱନ କୁମାରଏବଂଡ଼େପୁଟିମ୍ୟାନେଜରସୁରଜଶର୍ମା ପ୍ରମୁଖଉପସ୍ଥିତ ଥିଲେ।

Share in top social networks!