ଲଣ୍ଡନରେ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ଆୟୋଜନ

12742408_1557230207924041_4688481202949525432_nୟୁକେ ଓଡ଼ିଆ ସମାଜ ପକ୍ଷରୁ ଲଣ୍ଡନଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରାଯାଉଛିା ଏହି ଉପଲକ୍ଷେ ସାଧାରଣ ସଭା, ଫଟୋଚିତ୍ର ପ୍ରଦର୍ଶନୀ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଓଡ଼ିଆ ସମାଜ ପକ୍ଷରୁ ଅନୁଷ୍ଠିତ ହେଉଛିା ଗତକାଲି ସୂଚନା ଓ
ଲୋକସଂପର୍କ ବିଭାଗର ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ବେଙ୍ଗାଲୁରୁଠାରେ ଅସୀମ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ଓ ୮୦ ବର୍ଷରୁ ଓଡ଼ିଶା ସଂପର୍କିତ ଉତ୍ସବ ଓ ଓଡ଼ିଶା ଇନ୍ଭେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତିା

Share in top social networks!