କଟକର ପ୍ରସିଦ୍ଧ ତାରକସି କଳା ଆଧାରିତ ପୁସ୍ତକ ଲୋକାର୍ପଣ; ଓଡ଼ିଶାର ତାରକସି ହସ୍ତଶିଳ୍ପ ସହ ପର୍ଯ୍ୟଟକଙ୍କୁ ପରିଚିତ କରାଇବାର ସଫଳ ପ୍ରୟାସ-ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ

churiaaଓଡ଼ିଶାର ତାରକସି ହସ୍ତକଳା ସମଗ୍ର ବିଶ୍ୱରେ ପ୍ରସିଦ୍ଧା ଓଡ଼ିଶୀ ନୃତ୍ୟଶିଳ୍ପୀର ତାରକସି ଅଳଙ୍କାରଠାରୁ କଟକର ଚାନ୍ଦିମେଢ ପର୍ଯ୍ୟନ୍ତ ସବୁଥ#ରେ ଦେଖ#ବାକୁ ମିଳେ ଅତି ସୂକ୍ଷ୍ମ ଏବଂ ନିଖୁଣ କାରିଗରୀା ଏହି ହସ୍ତକଳା ସଂପର୍କରେ ଅଧ#କ ଜାଣିବାକୁ ଚାହୁଁଥ#ବା ଉଦ୍ୟୋଗୀ, ପର୍ଯ୍ୟଟକ ଏବଂ କଳାପ୍ରେମୀମାନଙ୍କ ନିମନ୍ତେ “ଗiଝଠer ଗଞ୍ଛଝenଛଞ୍ଚଫr ଞ୍ଚଜ Miଝଝenniଫm Ciଟ୍ଟy” ଏକ ଉପାଦେୟ ପୁସ୍ତକ ହେବ ବୋଲି ଆଜି ପୂର୍ବାହ୍ନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସଚିବାଳୟ ପ୍ରକୋଷ୍ଠରେ ଉକ୍ତ ପୁସ୍ତକ ଉନ୍ମୋଚନ ଅବସରରେ ମତବ୍ୟକ୍ତ କରିଛନ୍ତିା
ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧ#କାରୀ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ରାଜା ପରିଜାଙ୍କ ଇଂରାଜୀରେ ଲିଖ#ତ ୭୨ ପୃଷ୍ଠା ସମ୍ବଳିତ ଉକ୍ତ ପୁସ୍ତିକାରେ ଓଡ଼ିଶାର ପ୍ରସିଦ୍ଧ ତାରିକସି ଶିଳ୍ପର ବିସ୍ତୃତ ବର୍ଣ୍ଣନା ରହିଛିା ତାରକସି ନିର୍ମିତ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଅଳଙ୍କାର, କଟକର ଚାନ୍ଦିମେଢ, କୋଣାର୍କ ଚକ୍ର, ନୌବାଣିଜ୍ୟ ଓ ମୂର୍ତ୍ତିକଳାର ଅତି ବିରଳ ଫଟୋଚିତ୍ର ସହ ବର୍ଣ୍ଣନା ସ୍ଥାନ ପାଇଛିା ହଜାର ବର୍ଷର ଐତିହାସିକ କଟକ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଏହାର ଗୁରୁତ୍ୱ ବାବଦରେ ମଧ୍ୟ ଏଥ#ରେ ସମ୍ୟକ ସୂଚନା ରହିଛିା ପର୍ଯ୍ୟଟନ ସ୍ଥଳୀକୁ ପହଞ୍ଚ#ବା ପାଇଁ ରୋଡ୍ ମ୍ୟାପ୍ର ଫଟୋ ମଧ୍ୟ ରହିଛିା ତାରକସି ସାମଗ୍ରୀ ନିର୍ମାଣ କରୁଥ#ବା କଟକ ବଣିଆ ସଂପ୍ରଦାୟଙ୍କ ଏହି କୌଳିକ ବୃତ୍ତି ସଂପର୍କରେ ମଧ୍ୟ ଅନେକ ତଥ୍ୟ ରହିଛିା ବର୍ତ୍ତମାନ କଟକରେ ପ୍ରାୟ ୧୫୦୦ କରିଗର ଏହି କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତିା ଏଠାରେ କେବଳ ଯେ ହିନ୍ଦୁମାନେ ତାରିକସି କାମ କରୁଛନ୍ତି ତା’ ନୁହେଁ, ଅନେକ ମୁସଲମାନ ପରିବାର ମଧ୍ୟ ଏହି କାମ ସହ ନିଜକୁ ଯୋଡି ଭାଇଚାରାର ନିଦର୍ଶନ ସୃଷ୍ଟି କରିଛନ୍ତିା
ପୁସ୍ତକ ଲୋକାର୍ପଣ ଅବସରରେ ଲେଖକ ଶ୍ରୀ ପରିଜା କହିଛନ୍ତି ଯେ ଓଡ଼ିଶାର ତାରକସି କଳା ଅତି ପ୍ରାଚୀନା ଯଦିଓ ମୋଗଲ ସମୟରୁ ତାରକସିର ଆଦର ଥ#ଲା, ତେବେ ମୋଗଲମାନେ ଓଡ଼ିଶା ଆସିବା ପରେ ଏହା କଟକର କାରିଗରଙ୍କ ଦ୍ୱାରା ଆଦୃତ ହୋଇଥ#ଲାା ଏହି ହସ୍ତକଳାର ବିକାଶ, ତାରକସି ସାମଗ୍ରୀ ନିର୍ମାଣ ପ୍ରଣାଳୀ, ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସହ ତାରକସିର ସଂପର୍କ ବିଷୟରେ ଏହି ପୁସ୍ତକରୁ ଅନେକ ତଥ୍ୟ ଜାଣିହେବା ବିଭିନ୍ନ ତଥ୍ୟ ସଂଗ୍ରହ କରି ବହିଟିକୁ ସଂପୂର୍ଣ୍ଣ କରିବା ନିମନ୍ତେ ତାଙ୍କୁୁ ପ୍ରାୟ ଦୁଇବର୍ଷରୁ ଅଧ#କ ସମୟ ଲାଗିଛି ବୋଲି ଏହି ଅବସରରେ ଶ୍ରୀ ପରିଜା ସୂଚନା ଦେଇଥ#ଲୋ
ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପ୍ରଶାସନିକ ଅଧ#କାରୀ ଉପସ୍ଥିତ ଥ#ଲୋ

Share in top social networks!