“ରାଷ୍ଟ୍ରପୁରୁଷ ଏ.ପି.ଜେ. ଅବଦୁଲ କଲାମ’ ପୁସ୍ତକ ଲୋକର୍ପିତ

kalamପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ଲିଖ#ତ ପୁସ୍ତକ “ରାଷ୍ଟ୍ରପୁରୁଷ ଏ.ପି.ଜେ. ଅବଦୁଲ କଲାମ’ ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛିା
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସବର୍ମା ପଣ୍ଡିତ ମହାପାତ୍ରଙ୍କ ନିଷ୍ଠା ଓ ଅଧ୍ୟବସାୟର ଉଚ୍ଚ ପ୍ରଶଂସା କରି କହିଲେ ଯେ ମିଜାଇଲ୍ମ୍ୟାନ୍ ଭାବେ ସାରା ବିଶ୍ୱରେ ପରିଚିତ ଅବଦୁଲ କଲାମଙ୍କ ଜୀବନାଦର୍ଶର ବହୁ ଅନାଲୋଚିତ ଦିଗ ପୁସ୍ତକଟିର ପାଠକୀୟ ଆଦୃତି ଲାଭ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପଣ୍ଡିତ ମହାପାତ୍ର ଏହି ଭଳି ମୌଳିକ, ଉପାଦେୟ ଓ ଶିକ୍ଷଣୀୟ ପୁସ୍ତକମାନ ଲେଖ#ବା ଅବ୍ୟାହତ ରଖ#ବେ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ଆଶାପ୍ରକାଶ କରିଥ#ଲୋ
ଏହି ପୁସ୍ତକ ଉନ୍ମୋଚନ ସମୟରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଭଣ୍ଡାରିପୋଖରୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ରହି ପୁସ୍ତକଟି ଛାତ୍ରଛାତ୍ରୀଙ୍କ ପାଇଁ ସଂପୂର୍ଣ୍ଣ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥ#ଲୋ

Share in top social networks!
Powered By Indic IME