ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓ ବିଧାୟକ ଦଳରନେତା ଘୋଷିତ: ବିଜେପି

KVSINGHରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଅମିତ ସାହା ଘୋଷଣା କରିଛନ୍ତିଯେ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓ ,ବିଜେପି ବିଧାୟକ ଦଳର ନେତା ରୂପେ ସର୍ବସମ୍ମତିକ୍ରମେ ନିର୍ବାଚିତହେଲେ। ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଓ ଅନ୍ୟସମସ୍ତ ବିଧାୟକ ମାନେ ଶ୍ରୀ ସିଂଦେଓଙ୍କୁ ସ୍ୱାଗତ ଜଣାଇ ଆନନ୍ଦ ପ୍ରକାଶ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି।

Share in top social networks!