ଅତି ବିରଳ ଇଜିପ୍ସିଆନ୍ ଶାଗୁଣା ଠାବ

VU;TUREEବ୍ରହ୍ମପୁରର ପକ୍ଷୀ ପ୍ରେମୀ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ, ଗଂଜାମ ଜିଲ୍ଲା ଗୋଳନ୍ଥରା ଠାରେ ବିରଳ ଇଜିପ୍ସିଆନ୍ ଶାଗୁଣା ର ଚବି ଉତ୍ତୋଳନ କରିବାରେ ସକ୍ଷମ ହୋଇଚନ୍ତି|ବିଗତ ମାର୍ଚ୍ଚ୍ ମାସରେ ସେ ଏହି ପକ୍ଷିକୁ ଗଂଜାମ ଜିଲ୍ଲା ଭେଟନଈ ଠାରେ ଫଟୋ ଉଠେଇଥିଲେ|

ଗତକାଲି ସେ ନେଇଥିବା ଫଟୋରେ ତିନୋଟି ବୟସ୍କ ଏବଂ ଦୁଇଟି ଶାବକ ଦେଖିବାକୁ ମିଳୁଚି| ଏଥିରୁ ସ୍ପଷ୍ଟ ହୋଇଚି ଞ୍ଏ ଏହି ପକ୍ଷୀମାନେ ବଂଶବିସ୍ତାର କରୁଛନ୍ତି ଜାହା ଓଡିଶାର ପକ୍ଷୀପ୍ରେମୀନ୍କୁ ଆନନ୍ଦ ଦେଇଚି |

ଡା ପଟ୍ଟନାୟକ ̎ ̎ବ୍ରହ୍ମପୁର୍ ବାର୍ଡ୍ସ” ନାମରେ ଫେସବୁକରେ ଗ୍ରୁପ୍ ନିର୍ମାଣ କରି ବ୍ରହ୍ମପୁର୍ ଅନ୍ଚଳରେ ଦେଖାଯାଉଥିବା ସମସ୍ତ ପକ୍ଷୀମାନନ୍କର ଛବି ଉତ୍ତୋଳନ କରୁଚନ୍ତି|

Share in top social networks!