ରାଜ୍ୟରେ ଡ଼େଙ୍ଗୁ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଫଗନ୍ ସିଂ କୁଲସ୍ତେଙ୍କ ଓଡିଶା ଗସ୍ତ

ଆସନ୍ତା କାଲି ତା ୧୫.୭.୨୦୧୬ ତାରିଖ ପୂର୍ବାହ୍ନ ୬ ଘଟିକା ସମୟରେ କେନ୍ଦ୍ର ସ୍ୱାସ୍ଥ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ରାଜ୍ୟର ଡ଼େଙ୍ଗୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ସହ ୧୬.୭.୨୦୧୬ ଦିନ ଶ୍ରୀ କୁଲସ୍ତେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରିଭ୍ୟୁ କରିବା ପାଇଁ ସେ ଏମ୍ସ ଗସ୍ତ କରିବେ ବୋଲି ତାଙ୍କ କାର୍ଯ୍ୟସୂଚୀରୁ ଜଣାପଡିଛି।

Share in top social networks!