ଓଡ଼ିଶାରେ ବିଭିନ୍ନ ନିଶା ଦ୍ରବ୍ୟର ଅପବ୍ୟବହାର ସଂପର୍କିତ ଆହ୍ୱାନଗୁଡିକର ଚିହ୍ନଟ ଉପରେ ଜାତୀୟ ଆଲୋଚନାଚକ୍ର

ushadeviଆଜି ସ୍ଥାନୀୟ ଏକ ହୋଟେଲ୍ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଓଡ଼ିଶାରେ ବିଭିନ୍ନ ନିଶାଦ୍ରବ୍ୟର ଅପବ୍ୟବହାର ସଂପର୍କିତ ଆହ୍ୱାନଗୁଡିକର ଚିହ୍ନଟ ଉପରେ ଜାତୀୟ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛିା ନିଶା ସେବନକୁ ବନ୍ଦ କରି ଜୀବନ ପ୍ରତି ଆସକ୍ତ ହେବା ଏହି ଜାତୀୟ ସେମିନାରର ମୁଖ୍ୟ ବିଷୟ ଥ#ଲାା
ଭାରତରେ ପେଟ୍ରୋଲିୟମ୍ ଓ ଅସ୍ତ୍ରଶସ୍ତ୍ରର ଚୋରା କାରବାର ପରେ ଡ୍ରଗ୍ସ ବ୍ୟବସାୟ ତୃତୀୟ ସ୍ଥାନରେ ରହିଛିା ମାନବ ସଭ୍ୟତାର ଜୀବନଶୈଳୀରେ ଏବେ ନିଶାଦ୍ରବ୍ୟ ଏକ ଅଭ୍ୟାସରେ ପରିଣତ ହୋଇଯାଇଛିା ଡାଇବେଟିସ୍ ଓ ହାଇପର୍ଟେନ୍ସନ୍ ଭଳି ଏହା ଏକ କ୍ରନିକ୍ ରୋଗରେ ପରିଣତ ହେବାକୁ ଯାଉଛିା ଭାରତରେ ପ୍ରାୟ ୨୯ ନିୟୁତ ବ୍ୟକ୍ତି ନିଶାଦ୍ରବ୍ୟ ବ୍ୟବହାରଜନିତ ବିଶୃଙ୍ଖଳାର ଶୀକାର ହେଉଛନ୍ତିା ପ୍ରତି ୬ ଜଣରୁ ଜଣେ ନିଶାସେବନକାରୀକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛିା ବିଶ୍ୱସ୍ତରରେ ଏହି ବ୍ୟବଧାନ ମଧ୍ୟ ଅଧ#କା ନିଶାଦ୍ରବ୍ୟ ବ୍ୟବହାର କରୁଥ#ବା ପ୍ରତି ୩ ଜଣରୁ ଜଣେ ହେଉଛନ୍ତି ମହିଳାା ସେହିପରି ନିଶା ସେବନ କରୁଥ#ବା ୫ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛିା ଓଡ଼ିଶାରେ ଅଫିମ, ଗଞ୍ଜେଇ, ବ୍ରାଉନ୍ସୁଗାର, ଇନ୍ଜେକେଫବୁଲ୍ ହେରୋଇନ୍ ଗ୍ରହଣ କରୁଥ#ବା ବ୍ୟକ୍ତିଙ୍କ ସଂଖ୍ୟା ଅଧ#କା ଆଇ.ଡି.ୟୁ ବା ଇଂଜେକ୍ସନ୍ ଦ୍ୱାରା ଡ୍ରଗ ଗ୍ରହଣ କରୁଥ#ବା ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧ#କା ଏହି ସମସ୍ୟା ଏବେ ଗୁରୁତର ଓ ବିପଜ୍ଜନକ ସ୍ଥିତିରେ ପହଞ୍ଚ#ଛିା ୧୫ ବର୍ଷ ବୟସ ମଧ୍ୟରେ ଏହି ଇଂଜେକ୍ସନ୍ ଡ୍ରଗ୍ ଗ୍ରହଣକାରୀଙ୍କ ସଂଖ୍ୟା ୨.୫%ା ଏହି ଜନିତ ମୃତୁ୍ୟ ହାରରେ ଓଡ଼ିଶା ଶୀର୍ଷରୋ ବିଶେଷତଃ, ଯୁବବର୍ଗ ଟବାକୋ, ଆଲକୋହଲ୍, ଆଇ.ଡି.ୟୁ, ହେରୋଇନ୍, ଗଞ୍ଜେଇ, ବ୍ରାଉନ୍ସୁଗାର ଭଳି ନିଶାଦ୍ରବ୍ୟ ଦ୍ୱାରା ଅଧ#କ ପ୍ରଭାବିତ ହୋଇ ମୃତୁ୍ୟବରଣ କରୁଛନ୍ତିା
ଏହି ପରିପ୍ରେକ୍ଷୀରେ ଏସ୍.ଏସ୍.ଇ.ପି.ଡି ବିଭାଗ ପକ୍ଷରୁ ଡ୍ରଗ୍ ଅପବ୍ୟବହାର ଉପରେ ଜାତୀୟସ୍ତରୀୟ ଆଲୋଚନା ଜରିଆରେ ନୀତି ପ୍ରସ୍ତୁତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛିା ଏହି ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସଂଯୋଜନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଉଷା ଦେବୀ କହିଲେ ଯେ ସଂପ୍ରତି ନିଶାସେବନ ଏକ ସାମାଜିକ ସମସ୍ୟାା ୧୫ରୁ ୬୪ ବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛିା ନିଶାସେବନ ବ୍ୟକ୍ତିର ସ୍ୱାସ୍ଥ୍ୟହାନି ସହିତ ପରିବାରକୁ ମଧ୍ୟ ପ୍ରଭାବିତ କରୁଛିା ଏହି କୁଅଭ୍ୟାସର ପ୍ରତିକାର ନିମନ୍ତେ ପିତାମାତା, ସାଙ୍ଗସାଥୀ ଓ ଶିକ୍ଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣା ନିଶାଦ୍ରବ୍ୟ ଅପବ୍ୟବହାରର ନିୟନ୍ତ୍ରଣ ରହିଲେ ଜୀବନ, ପରିବାର ଓ ସମାଜ ସୁରକ୍ଷିତ ହୋଇପାରିବା

ଆଜିର ଆଲୋଚନଚକ୍ରରେ ସ୍ୱାଗତ ଭାଷଣ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ର, କହିଥ#ଲେ ଯେ, ମିଳିତ ଭାବେ ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ହେବା ନୂଆଦିଲ୍ଲୀସ୍ଥିତ ଏ.ଆଇ.ଆଇ.ଏମ୍.ଏସ୍ର ଆଡିସନାଲ ପ୍ରଫେସର ଡ. ଅତୁଲ ଆମ୍ବେଦକର ତାଙ୍କ ଅଭିଭାଷଣରେ ଡ୍ରଗ୍ ଯୋଗାଣରେ ନିୟନ୍ତ୍ରଣ, ନୀତି ଆଇନ୍ର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥ#ଲୋ
ଜାତୀୟ ଆଲୋଚନାଚକ୍ର ଉଦ୍ଘାଟନ ଉତ୍ସବ ପରେ ଟେକ୍ନିକାଲ୍ ଅଧ#ବେଶନରେୟୁ.ଏନ୍.ଓ.ଡି.ସି., ନୂଆଦିଲ୍ଲୀର ସଂଯୋଜକ କୁନାଲ କିଶୋର, ଡକଫର ଆର୍.ପି. ଶର୍ମା, ଡିଜି ତଥା ଭିଜିଲାନ୍ସ ଡାଇରେକଫର, ଓଡ଼ିଶା, ଲୟାରସ୍ କଲେକଫିଭ୍, ନୂଆଦିଲ୍ଲୀର ଡେପୁଟୀ ଡାଇରେକଫର ମିସ୍୍ ତ୍ରିପ୍ତି ଟଣ୍ଡନ୍, ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଆରତୀ ଆହୁଜା, ନୂଆଦିଲ୍ଲୀସ୍ଥିତ ଆଇ.ସି.ଏମ୍.ଆର୍ର ଡେପୁଟୀ ଡାଇରେକଫର ଡ. କେ. କେ. ଗାଙ୍ଗୁଲି ଆଦି ନିଜସ୍ୱ ମତାମତ ପ୍ରଦାନ କରିଥ#ଲୋ
ଏହି ଆଲୋଚନଚକ୍ରରେ ନିଶାନିବାରଣ କେନ୍ଦ୍ର ସହିତ ସଂପୃକ୍ତ ପଦାଧ#କାରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧ# ସରକାରୀ ପଦାଧ#କାରୀ, ଶିକ୍ଷାବିତ୍ ତଥା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦାନ କରିଥ#ଲୋୟୁ.ଏନ୍ଓ.ଡି.ସି., ସି.ଏମ୍.ଜି.ଆଇ., ଏନ୍.ଆଇ.ଏସ୍.ଡବ୍ଲ&ୁ୍ୟ.ଏସ୍ର ମିଳିତ ସହଯୋଗରେ ଆୟୋଜିତ ଏହି ଜାତୀୟ ଆଲୋଚନା ଚକ୍ରର ଅତିଥ#ମାନଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ମିସ୍ ମାନସୀ ନିମ୍ବାଲ୍ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥ#ଲୋ

Share in top social networks!
Powered By Indic IME