ରାଜ୍ୟରେ ଡାଲିର ହୋଲ୍ସେଲ୍ ମୂଲ୍ୟ ହ୍ରାସ

ରାଜ୍ୟ ସରକାର ଡାଲି ଓ ଡାଲି ଜାତୀୟ ସାମଗ୍ରୀ ଉପରେ ମୂଲ୍ୟଯୁକ୍ତ ଟିକସ(ଭାଟ୍)କୁ ୫ ପ୍ରତିଶତକୁ ୧ ପ୍ରତିଶତକୁ ହ୍ରାସ କରିଛନ୍ତିା ଏହା ଫଳରେ ରାଜ୍ୟରେ ଡାଲିର ପାଇକାରି(ହୋଲ୍ସେଲ୍) ମୂଲ୍ୟ ହ୍ରାସ ପାଇଛିା ବର୍ତ୍ତମାନ ରାଜ୍ୟରେ କ୍ୱିଣ୍ଟାଲ ପିଛା ହରଡ ଡାଲି ୧୨,୨୦୦ ଟଙ୍କା, ମୁଗଡାଲି ୭,୯୦୦ଟଙ୍କା, ବୁଟ ଡାଲି ୯,୨୦୦ ଟଙ୍କା ଓ ବିରିଡାଲି ୧୩,୫୦୦ଟଙ୍କାରେ ହୋଲ୍ସେଲ୍ ବଜାରରେ ବିକି୍ର ହେଉଛିା
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖୁଚୁରା ବ୍ୟବସାୟୀମାନଙ୍କୁ ପାଇକାରି ଓ ଖୁଚୁରା ଦର ମଧ୍ୟରେ ସର୍ବଧ#କ ବ୍ୟବଧାନ କିଲୋପିଛା ୬ ଟଙ୍କା ମଧ୍ୟରେ ସୀମିତ ରଖ# ଜନସାଧାରଣଙ୍କୁ ବିକି୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛିା

Share in top social networks!