ଅନୁଗୁଳ-ସମ୍ବଲପୁର ରାଜମାର୍ଗ ଚାରିଥାକିଆ ହେବା ଓ ରାଜ୍ୟ ଆଇଆଇଟିକୁ ଅଧିକ ଅର୍ଥ ପ୍ରଦାନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

dharmendraପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୧୫୧ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେବ ୨୪୯୧ କୋଟି ୧୫୧ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେବ ୨୪୯୧ କୋଟି ୧୫୧ କିଲୋମିଟର ରାସ୍ତା ପାଇଁ ଖର୍ଚ୍ଚ ହେବ ୨୪୯୧ କୋଟି ଭୂମି ଅଧ#ଗ୍ରହଣରେ ଲାଗିବ ୨୩୧ କୋଟି ଭୂମି ଅଧ#ଗ୍ରହଣରେ ଲାଗିବ ୨୩୧ କୋଟି ଭୂମି ଅଧ#ଗ୍ରହଣରେ ଲାଗିବ ୨୩୧ କୋଟି
ଭୁବନେଶ୍ୱର ଆଇଆଇଟି ପାଇଁ ୧୨୬୮ କୋଟି ଟଙ୍କା ଅଧ#କ ଅର୍ଥ ମଞ୍ଜୁରୀନୂଆଦିଲ୍ଲୀ/ଭୁବନେଶ୍ୱର, ୨୯ ଜୁନ୍ – ଅନୁଗୁଳ-ସମ୍ବଲପୁର ଜାତୀୟ ରାଜମାର୍ଗ ଚାରିଥାକିଆ କରିବାଓ ଭୁବନେଶ୍ୱର ଆଇଆଇଟି ପାଇଁ ଅଧ#କ ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।

ଅନୁଗୁଳ-ସମ୍ବଲପୁର ୧୫୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ୨୪୯୧କୋଟି ଅର୍ଥ ବ୍ୟୟବରାଦ କରିଛି । ଏହି ଅର୍ଥ ମଧ୍ୟରେ ଭୂମି ଅଧ#ଗ୍ରହଣ ପାଇଁ ୨୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଚାରିଥାକିଆ ରାସ୍ତା ଅର୍ଥନୀତିକୁ ଗତିଶୀଳ କରିବା ସହ ଓଡ଼ିଶାରେ ଜୀବନ ଜୀବିକା ପାଇଁ ସହାୟକ ହେବ । ଏହି ରାସ୍ତା ନିର୍ମାଣ ଇପିସି ମୋଡ଼୍ରେ କରାଯିବ ।ଭୁବନେଶ୍ୱର ଆଇଆଇଟି ପାଇଁ କ୍ୟାବିନେଟ୍ ଅତିରିକ୍ତ ୧୨୬୮ କୋଟି ଟଙ୍କା ବ୍ୟୟମଞ୍ଜୁରୀ କରିଛି ।
୨୦୧୮ ମସିହା ସୁଦ୍ଧା ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ୍ ସମ୍ପୂର୍ଣ୍ଣ ହେବ ବୋଲି ଆକଳନ କରାଯାଇଥ#ବା ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!