୮୫:୧୫ ହାରରେ ଓଡ଼ିଶାକୁ ମିଳିବ ଚାଉଳ ଓ ଗହମ-ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ଚାଉଳ ୮୫.୪୭ ଭାଗ ଓ ଗହମ ୧୪.୫୭ ଭାଗ ମିଳିବ ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମ
ବିଳାସ ପାଶ୍ୱାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖ# ସ୍ପଷ୍ଟ କରିଥ#ବା ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତିା
13331103_1032255400191372_6824633529604510360_n
ଶ୍ରୀ ପ୍ରଧାନ କହିଛନ୍ତି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଭାରତ ସରକାରଙ୍କ ତରଫରୁ ଓଡ଼ିଶା ଖାଦ୍ୟ ଓ ଯୋଗାଣ ବିଭାଗକୁ ପତ୍ର ଲେଖାଯାଇ ଚାଉଳ ଓ ଗହମ ହାରରେ ପରିବର୍ତ୍ତନ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଜଣାଇ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଓଡ଼ିଶାକୁ ଚାଉଳ ଗହମର ଏହି ହାର ପିଛିଲା ଭାବେ ମେ ୨୦୧୬ରୁ ଲାଗୁ ହେବ ବୋଲି କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବରୁ ଓଡ଼ିଶାକୁ ୭୮.୧୮ ହାରରେ ମାସକୁ ୧୩୩୯୭୨ ଟନ୍ ଚାଉଳ ଓ ୨୧.୧୮ ହାରରେ ୩୫୯୭୮ ଟନ୍ ଗହମ ଯୋଗାଇ ଦିଆଯାଉଥ#ଲାା ମେ ମାସ ଠାରୁ ପରିବର୍ତ୍ତିତ ହାରରେ ୧୪୫୮୫୯ ଟନ୍ ଚାଉଳ ଓ ୨୪୮୦୦ ଟନ୍ ଗହମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପତ୍ର ଲେଖ# ସୂଚିତ କରିଥ#ବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶା ଲୋକଙ୍କର ଦାବି ପ୍ରତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ସଚେତନ ଅଛନ୍ତିା

Share in top social networks!