ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସିଡାକ୍ ପରିଦର୍ଶନ; ଓଡ଼ିଶା ହସ୍ତଶିଳ୍ପର ବିକାଶ କ୍ଷେତ୍ରର ରାଜ୍ୟ ସରକାରଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା

rajanrbiଆଜି ସକାଳେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଡ. ରଘୁରାମ ଜି. ରାଜନ୍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍) ପରିଦର୍ଶନ କରି ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତକଳାର ନମୁନା ବୁଲି ଦେଖ#ଥ#ଲୋ ସିଡାକ୍ରେ ବିଭିନ୍ନ ହସ୍ତକଳାରେ ପ୍ରଶିକ୍ଷଣ
ଦିଆଯାଉଥ#ବା କକ୍ଷ ବୁଲି ପ୍ରଶିକ୍ଷାର୍ଥୀମାନଙ୍କ ସହ ଭାବବିନିମୟ କରିଥ#ଲୋ ସିଡାକ୍ ପରିସରରେ ଥ#ବା ପୁରାତନ କ୍ରାଫଫ ମୁ୍ୟଜିୟମ୍ ପରିଦର୍ଶନ କରି ଏଠାରେ ସଂଗୃହିତ ବିରଳ ହସ୍ତକଳାକୁ ଦେଖ# ଖୁସି ପ୍ରକଟ
କରିଥ#ଲୋ ସିଡାକ୍ରେ ରାଜ୍ୟ ସରକାରଙ୍କ ତରଫରୁ ଚାନ୍ଦୁଆ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ,
ଟେରାକୋଟା, ପଥର ଖୋଦେଇ, କାଠ ଖୋଦେଇରେ ୧୮୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ବେସିକ୍, ହାୟର ଓ
ମାଷ୍ଟର ବର୍ଗରେ ବର୍ଷିକିଆ ପ୍ରଶିକ୍ଷଣ ଦିଆଯାଉଛିା ଏଥ#ପାଇଁ ମାଷ୍ଟର କ୍ରାପଫସ୍ମ୍ୟାନ୍ ଏବଂ ଜାତୀୟ
ପୁରସ୍କାରପ୍ରାପ୍ତ ଶିଳ୍ପୀମାନଙ୍କୁ ନିୟୋଜିତ କରାଯାଇଛିା ପ୍ରଶିକ୍ଷାର୍ଥୀମାନଙ୍କୁ ମାଗଣାରେ ରହିବା ଓ
ଖାଇବାକୁ ଦିଆଯିବା ସହ ୨ ହଜାର ଟଙ୍କା ଭତ୍ତା,ୟୁଟିଲିଟି କିଟ୍ ଏବଂ କଞ୍ଚାମାଲ ଯୋଗାଇ
ଦିଆଯାଉଛିା ରାଜ୍ୟରେ ହସ୍ତଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ନିଆଯାଉଥ#ବା ଏହି ସବୁ
ପଦକ୍ଷେପକୁ ଡ. ରାଜନ୍ ଉଚ୍ଚ ପ୍ରଶଂସା କରିଥ#ଲୋ ବିଶେଷ କରି ଓଡ଼ିଶାର ଅନନ୍ୟ ହସ୍ତକଳା ଏବଂ
କାରିଗରମାନଙ୍କ କଳାନୈପୁଣ୍ୟ ତାଙ୍କୁ ଅଭିଭୂତ କରିଦେଇଥ#ଲାା ଏହି ଅବସରରେ ଡ. ରାଜନ୍ ବୟନିକା,
ଉତ୍କଳିକା ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ତରଫରୁ ଆୟୋଜିତ ସ୍ୱତନ୍ତ୍ର ଷ୍ଟଲ୍ରେ ପ୍ରଦର୍ଶିତ ସାମଗ୍ରୀଗୁଡିକ ବୁଲି
ଦେଖ#ଥ#ଲୋ
ଆଜିର ଏହି ପରିଦର୍ଶନ ସମୟରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍,
ସିଡାକ୍ର ସଦସ୍ୟ ସଚିବ ରାଜା ପରିଜା ଏବଂ ଉପସ୍ଥିତ ବରିଷ୍ଠ ଅଧ#କାରୀମାନଙ୍କ ସହ ଏକ ବୈଠକରେ
ଓଡ଼ିଶାର ହସ୍ତଶିଳ୍ପର ବିକାଶ ସଂପର୍କରେ ଡ. ରାଜନ୍ ଆଲୋଚନା କରିଥ#ଲୋ ସିଡାକ୍ ପରିସରରେ ସେ
ପ୍ରାୟ ଏକ ଘଣ୍ଟାରୁ ଊ–ର୍ ସମୟ ଅତିବାହିତ କରିଥ#ଲୋ

Share in top social networks!