ପରିବହନ ବିଭାଗ ଦ୍ୱାରା ଯାତ୍ରୀବାହୀ ଓ ମାଲବାହୀ ଗାଡିଗୁଡିକ ନିମନ୍ତେ ସର୍ବାଧ#କ ବେଗ ଧାର୍ଯ୍ୟ କରାଗଲା

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ରାସ୍ତାରେ ଯାତାୟତ କରୁଥ#ବା ବିଭିନ୍ନ ଯାତ୍ରୀବାହୀ ଏବଂ ମାଲବାହୀ ଯାନ ନିମନ୍ତେ ସର୍ବାଧ#କ ବେଗର ସୀମା ଧାର୍ଯ୍ୟ କରାଯାଇଛିା କେନ୍ଦ୍ରୀୟ ମୋଟର ଯାନ ଆଇନର ୧୯୮୯ର ୧୧୮ ଅଧ#ନିୟମ ସବ୍ରୁଲ୍(୨) ଅନୁଯାୟୀ ଏହା ଧାର୍ଯ୍ୟ କରାଯାଇଛିା ଏହା ଦ୍ୱାରା ସମସ୍ତ ଯାନ ଯେଉଁଗୁଡିକ ଅକେଫାବର ୧ ତାରିଖ ୨୦୧୫ ମସିହା ପୂର୍ବରୁ ପଞ୍ଜିକୃତ ହୋଇଥ#ବେ ଏବଂ ବେଗ ନିୟନ୍ତ୍ରକ ଯନ୍ତ୍ର ଲାଗି ନଥ#ବ ସେଗୁଡିକରେ ଏଣିକି ବେଗ ନିୟନ୍ତ୍ରକ ଯନ୍ତ୍ର ଲଗାଇବାକୁ ପଡିବା ଉପରୋକ୍ତ ସମସ୍ତ ଗାଡିଗୁଡିକରେ ୨୦୧୬, ଜୁଲାଇ ୩୧ ତାରିଖ ପୂର୍ବରୁ ବେଗ ନିୟନ୍ତ୍ରକ ଯନ୍ତ୍ର (ଗଞ୍ଛeeଛ ଐଞ୍ଚଠernଞ୍ଚrଟ (ଟଞ୍ଛeeଛ ଝimiଟ୍ଟinଜ୍ଜ ଛeଠice))ଲଗାଇ ଅଧ#ନିୟମ ୧୨୬ ଅନୁଯାୟୀ ପରୀକ୍ଷଣ ଏଜେନ୍ସି ଦ୍ୱାରା ଆବଶ୍ୟକ ପରୀକ୍ଷଣ ଓ ପ୍ରମାଣପତ୍ର ହାସଲ କରିବାକୁ ପଡିବା
ଉପରୋକ୍ତ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚାଳକ ସମେତ ୮ ଜଣରୁ ଅଧ#କ ଯାତ୍ରୀ ବସିବା କ୍ଷମତା ଏବଂ ୩୫୦୦ କେଜିରୁ ଅଧ#କ ଓଜନ ଗାଡି ନିମନ୍ତେ ସର୍ବାଧ#କ ବେଗ ଘଣ୍ଟା ପ୍ରତି ୮୦ କି.ମି. ଧାର୍ଯ୍ୟ କରାଯାଇଛିା ସେହିପରି ଏମ୍ ୨ ବିଭାଗରେ ଚାଳକ ସମେତ ୯ ଜଣ ବା ଅଧ#କ ଯାତ୍ରୀ ବସିବା କ୍ଷମତା ଏବଂ ସର୍ବାଧ#କ ୫ ଟନ ଓଜନ ଓ ଏମ୍୩ ବିଭାଗରେ ଚାଳକ ସମେତ ୯ ଜଣ ବା ଅଧ#କ ଯାତ୍ରୀ ବସିବା କ୍ଷମତା ଏବଂ ୫ ଟନ୍ରୁ ଅଧ#କ ଓଜନ ବିଶିଷ୍ଟ ଗାଡି ନିମନ୍ତେ ସର୍ବାଧ#କ ବେଗ ଘଣ୍ଟା ପ୍ରତି ୮୦ କି.ମି. ଧାର୍ଯ୍ୟ କରାଯାଇଛିା
ଏଥ# ସହିତ ଚାଳକ ସମେତ ୮ ଜଣରୁ ଅଧ#କ ବସିବା କ୍ଷମତା ଥ#ବା ଓ ୩୫୦୦ କେଜିରୁ ଊ–ର୍ ମାକ୍ସି କ୍ୟାବ୍, ବେସରକାରୀ ପରିବହନ ଗାଡି, ଚାଳକ ବ୍ୟତୀତ ୮ ଜଣରୁ ଊ–ର୍ ଯାତ୍ରୀ ପରିବହନ କରୁଥ#ବା ଓ ୩୫୦୦ କେଜିରୁ ଊ–ର୍ ଓମିନି ବସ୍, ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ଚାଳକ ବ୍ୟତୀତ ୮ ଜଣରୁ ଊ–ର୍ ଯାତ୍ରୀ ପରିବହନ କରୁଥ#ବା ପରମିଟ୍ପ୍ରାପ୍ତ ଟୁରିଷ୍ଟ ଯାନ ଏବଂ ୩୫୦୦ କେଜିରୁ ଊ–ର୍ ଓଜନର ମାଲବାହି ଯାନ ନିମନ୍ତେ ସର୍ବାଧ#କ ବେଗ ଘଣ୍ଟା ପ୍ରତି ୮୦ କି.ମି. ଧାର୍ଯ୍ୟ କରାଯାଇଛିା
ଏତଦ୍ବ୍ୟତୀତ ଡମ୍ପର, ଟ୍ୟାଙ୍କର, ସ୍କୁଲ୍ବସ୍ ଏବଂ ବିପଜ୍ଜନକ ମାଲ ପରିବହନ କରୁଥ#ବା ଗାଡି ନିମନ୍ତେ ସର୍ବାଧକ ବେଗ ଘଣ୍ଟା ପ୍ରତି ୬୦ କି.ମି. ଧାର୍ଯ୍ୟ କରାଯାଇଛିା ଗାଡିଚାଳକ ଏବଂ ପରିବହନ ସଂସ୍ଥାମାନଙ୍କ ନିମନ୍ତେ ଏହି ମର୍ମରେ ଏକ ବିସ୍ତୃତ ମାର୍ଗଦର୍ଶିକା ପରିବହନ କମିଶନରଙ୍କ ପକ୍ଷରୁ ୩୧ ମଇ ପୂର୍ବରୁ ଜାରି କରାଯିବା

Share in top social networks!