ରାଜ୍ୟ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନାର ୩୮ତମ ଉଠାଣ ଅନୁଷ୍ଠିତ

ଗତକାଲିି ରାଜ୍ୟ ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନାର ୩୮ତମ ଉଠାଣ ଅନୁଷ୍ଠିତ ହୋଇଯାଇଛିା ଅର୍ଥ ବିଭାଗ ପକ୍ଷରୁ ଆୟୋଜିତ ଏହି ଉଠାଣ ଏ.ଏମ୍. ସିରିଜ୍ ପାଇଁ ହୋଇଥ#ଲାା ଉଠାଣର ବିଚାରକ ମଣ୍ଡଳୀ ଭାବରେ ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ କମଳ ଲୋଚନ ବାରିକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ସତ୍ୟବାନ ଜେନା, ରାଜସ୍ୱ ବିଭାଗର ସ୍ୱତନ୍ତ୍ର କାର୍ଯ୍ୟରତ ଅଧ#କାରୀ ଶ୍ରୀ ମଦନମୋହନ ଦେଓ ଯୋଗଦେଇଥ#ଲୋ ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏ ଉଠାଣ କାର୍ଯ୍ୟ ସଂପନ୍ନ ହୋଇଥ#ଲାା ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିରାଜ କୁମାର ଦାସ ଏହି ଅବସରରେ ସ୍ୱାଗତ ଭାଷଣ ଦେଇଥ#ଲେ ଓ ସ୍ୱଳ୍ପ ସଂଚୟର ଉପଯୋଗିତା ସଂପର୍କରେ ଆଲୋକପାତ କରିଥ#ଲୋ ସ୍ୱଳ୍ପ ସଂଚୟ ଉପନିର୍ଦ୍ଦେଶକ ଶ୍ରୀ ସାଧବ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଅର୍ଥବିଭାଗ ସ୍ୱଳ୍ପ ସଂଚୟ ଅଧ#କାରୀ ଶ୍ରୀ ରଂଜନ କୁମାର ଦାଶ ମଞ୍ଚ ପରିଚାଳନା କରିଥ#ଲୋ
ଗୋଟିଏ ପ୍ରଥମ ପୁରସ୍କାର, ଗୋଟିଏ ଦ୍ୱିତୀୟ ପୁରସ୍କାର, ଗୋଟିଏ ତୃତୀୟ ପୁରସ୍କାର, ଦୁଇଟି ଚତୁର୍ଥ ପୁରସ୍କାର, କୋଡିିଏଟି ପଞ୍ଚମ ପୁରସ୍କାର, ୪୦୦ଟି ଷଷ୍ଠ ପୁରସ୍କାର ଓ ୨୦୦୦ଟି ସପ୍ତମ ପୁରସ୍କାର ଏହିପରି ସର୍ବମୋଟ ୨୪୨୫ଟି ପୁରସ୍କାର ପାଇଁ ଉଠାଣ ଅନୁଷ୍ଠିତ ହୋଇଥ#ଲାା ୫ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ମୟୁରଭଞ୍ଜ ଜିଲ୍ଲାରୁ ଦିଆଯାଇଥ#ବା କୁପନ୍ଧାରୀଙ୍କୁ ମିଳିଥ#ବା ବେଳେ ୩ ଲକ୍ଷ ଟଙ୍କାର ଦ୍ୱିତୀୟ ପୁରସ୍କାର ଗଞ୍ଜାମ ଜିଲ୍ଲାରୁ ଦିଆଯାଇଥ#ବା କୁପନ୍ଧାରୀଙ୍କୁ, ଏକ ଲକ୍ଷ ଟଙ୍କାର ତୃତୀୟ ପୁରସ୍କାର ଖୋର୍ଦ୍ଧା ଜିଲ୍ଲାରୁ ଦିଆଯାଇଥ#ବା କୁପନ୍ଧାରୀଙ୍କୁ, ୫୦ ହଜାର ଟଙ୍କାର ଦୁଇଟି ଚତୁର୍ଥ ପୁରସ୍କାର ଯାଜପୁର ଜିଲ୍ଲାରୁ ଦିଆଯାଇଥ#ବା ଦୁଇଜଣ କୁପନ୍ଧାରୀଙ୍କୁ ମିଳିଥ#ଲାା
ଉଲ୍ଲେଖଯୋଗ୍ୟ ଯେ ପୋଷ୍ଟ ଅଫିସ୍ରେ ଆର୍ଡି, କିଷାନ୍ ବିକାଶ ପତ୍ର, ଏନ୍.ଏ.ସି, ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଂଚୟ ଯୋଜନା, ପାଞ୍ଚବର୍ଷିଆ ଟି.ଡି, ପିପିଏଫ୍, ସୁକନ୍ୟା ସମୃଦ୍ଧି ଯୋଜନାରେ ସଂଚୟ କରିଥ#ବା ଜମାକାରୀଙ୍କୁ ପ୍ରତି ଦୁଇ ହଜାର ଟଙ୍କା ଜମା ପିଛା ଗୋଟିଏ ଲେଖାଏଁ କୁପନ ପ୍ରଦାନ କରାଯାଇଥାଏା ପ୍ରତି ବର୍ଷର ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ କରାଯାଇଥ#ବା ଜମାକୁ ଗୋଟିଏ ସିରିଜ ଭାବରେ ଗ୍ରହଣ କରାଯାଇ ସ୍ୱଳ୍ପସଂଚୟ ପ୍ରୋତ୍ସାହନ ଉଠାଣ କରାଯାଇଥାଏ ଏବଂ ପୁରସ୍କାର ପ୍ରଦାନ କରାଯାଇଥାଏା

Share in top social networks!