‘ଅଗସ୍ତ୍ୟା’ରମୁ୍ୟଜିକ୍ରିଲିଜ୍ : ରଜରେ ଧମାଲ୍କରିବ ‘ଅଗସ୍ତ୍ୟ’

agastyaଓଲିଉଡ୍ମେଗାଷ୍ଟାର୍ ଅନୁଭବଙ୍କ ନୂଆ ଫିଲ୍ମ ‘ଅଗସ୍ତ୍ୟ’ ରଜରେ ଧମାଲ୍କରିବ । ଆଜିହୋଟେଲ୍କ୍ରାଉନରେ ‘ଅଗସ୍ତ୍ୟ’ରମୁ୍ୟଜିକରିଲିଜ୍ବେଶ୍ ଧୁମଧାମ୍ରେ ଅନୁଷ୍ଠିତହୋଇଯାଇଛି ।ମୁ୍ୟଜିକ୍ରିଲିଜ୍ ଅବସରରେ ‘ଅଗସ୍ତ୍ୟ’ରଶ୍ରୁତିମଧୁରଗୀତରେହୋଟେଲ୍କ୍ରାଉନରେ ଦର୍ଶକବେଶ୍ଝୁମିଉଠିଥିଲେ ।ରଜଉପଲକ୍ଷେମୁକ୍ତିଲାଭକରିବାକୁ ଥିବାଏହି ଫିଲ୍ମରେମୋଟ ୫ଟି ଗୀତରହିଛି ।ଟାଇଟଲ୍ଗୀତ ‘ଅଗସ୍ତ୍ୟ’ରେହୁ୍ୟମାନ ସାଗର୍, ବିଷ୍ଣୁ, ଶ୍ରୀଚରଣ, ସତ୍ୟଜିତ୍, ସଂଗ୍ରାମ, ଆଶୁତୋଷମହାନ୍ତି, ତାରିକ୍ ଅଜିଜ୍ମିଳିତଭାବେ କଣ୍ଠଦାନ କରିଛନ୍ତି ।ଏହିଗୀତକୁରଚନାକରିଛନ୍ତି ଅରୁଣମନ୍ତ୍ରୀ ।

ରୋମାଣ୍ଟିକ୍ଗୀତ ‘ଧୀରେ ଧୀରେ ଭଲ ପାଇଗଲି’କୁରଚନାକରିଛନ୍ତିସୁବ୍ରତସ୍ୱାଇଁ ଓ କଣ୍ଠଦାନ କରିଛନ୍ତିହୁମାନ ସାଗର୍ ଓ ଇଣ୍ଡିଆନ୍ ଆଇଡଲ୍ଫେମ୍ ଅନ୍ୟନ୍ୟାଶ୍ରୀତମ୍ ନନ୍ଦ । ‘ଧୀରେ ଧୀରେ ଭଲ ପାଇଗଲି’ର ଏକ ସ୍ୟାଡ୍ଭର୍ସନ ମଧ୍ୟ ରହିଛି । ‘ରାମାରାମା ଏ ଝିଅଟା’ ଗୀତକୁଗାଇଛନ୍ତି ପ୍ରଜ୍ଞା, ଆର୍ଯ୍ୟନ୍, ଆଶୁତୋଷମହାନ୍ତି, ହୁ୍ୟମାନ୍ ଓ ଲେଖିଛନ୍ତି ଅରୁଣମନ୍ତ୍ରୀ । ‘ଛୋଟଛୋଟ ଏଇ ମନ ତଳେ’ ଗୀତରେ ଏକକ କଣ୍ଠଦାନ କରିଛନ୍ତି ଅନନ୍ୟାଏହାକୁରଚନାକରିଛନ୍ତିସୁବ୍ରତସ୍ୱାଇଁ ।ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତିଓଡ଼ିଆ ଫିଲ୍ମଇଣ୍ଡିଷ୍ଟ୍ରିରସଫଳସଙ୍ଗୀତ ନିଦେ୍ର୍ଦଶକପ୍ରେମ ଆନନ୍ଦ ।

‘ଆମରମୁ୍ୟଜିକ୍’ ବ୍ୟାନ୍ରରେ ‘ଅଗସ୍ତ୍ୟ’ର ଅଡ଼ିଓରିଲିଜ୍ହୋଇଛି । ଫିଲ୍ମର ୫ଟି ଯାକବେଶ୍ଶ୍ରୁତିମଧୁରହୋଇଛି । ଯାହାକିଶ୍ରୋତାଙ୍କମନକୁଛୁଇଁଯିବାରସାମର୍ଥ୍ୟରଖେ । ଆଜିରମୁ୍ୟଜିକ୍ରିଲିଜ୍ଉତ୍ସବରେମେଗାଷ୍ଟାର୍ ଅନୁଭବମହାନ୍ତି, ନାୟିକାଝିଲିକ୍, ଅନ୍ୟତମ ଅଭିନେତା ଆକାଶ ଦାସ ନାୟକ, ପ୍ରଯୋଜକ ଅକ୍ଷୟ ପରିଜା, ନିଦେ୍ର୍ଦଶକକେ ମୁରଲୀକ୍ରିଷ୍ଣା ପ୍ରମୁଖଉପସ୍ଥିତ ଥିଲେ ।ଚଳଚ୍ଚିତ୍ରରେଓଲିଉଡ୍ଭେଟେରାନ୍ମିହିର ଦାସ, ଅଶ୍ରୁମୋଚନ, ମନୋଜମିଶ୍ର, ପ୍ରିୟଙ୍କା, ସଲିଲମିଶ୍ର ପ୍ରମୁଖ ଅଭିନୟକରିଛନ୍ତି ।

Share in top social networks!