ଜଷ୍ଟିସ୍ ବି.ପି. ରାୟଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତି ଜଷ୍ଟିସ୍ ବି.ପି.ରାୟଙ୍କ ଦେହାନ୍ତରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ
ପ୍ରକାଶ କରିଛନ୍ତି । ଜଷ୍ଟିସ୍ ବି.ପି. ରାୟଙ୍କୁ ଜଣେ କର୍ତ୍ତବ୍ୟନିଷ୍ଠ ଓ ନିଷ୍ଠାପର ଜଜ୍ ଭାବରେ ବର୍ଣ୍ଣନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ଜଷ୍ଟିସ୍ ରାୟଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Share in top social networks!