୨୦ ଏପ୍ରିଲ କୃଷି ଓ କୃଷକ କର୍ମଶାଳା ସାମୟିକ ଭାବେ ସ୍ଥଗିତ

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ
ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ‘କୃଷି ଓ କୃଷକ କର୍ମଶାଳା’କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ କର୍ମଶାଳା ସଂପର୍କରେ ବିଜୁ କୃଷକ ସାମ୍ମୁଖ୍ୟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇ ସୂଚନା ଦିଆଯିବ ବୋଲି ବିଜୁ କୃଷକ ମୋର୍ଚ୍ଚାର ଆବାହକ ବିଧାୟକ ଶ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

Share in top social networks!