ପାରାଦୀପ ବନ୍ଦର ନେତୃତ୍ୱରେ ଓଡିଶାର ଅର୍ଥନୀତିର ଏକ ନୂଆ ମଡେଲ ତିଆରି ହେବ – ଧର୍ମେନ୍ଦ୍ର ପ୍ରଧାନ

sagarmalaଓଡିଶା ଏକ ପ୍ରମୁଖ ତଟୀୟ ରାଜ୍ୟ ହୋଇଥ#ବାରୁ ସାଗରମାଳା ପ୍ରକଳ୍ପରେ ପାରାଦୀପ ବନ୍ଦର ନେତୃତ୍ୱରେ ଓଡିଶାର ଅର୍ଥନୀତିର ଏକ ନୂଆ ମଡେଲ ତିଆରି ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

ମୁମ୍ବାଇ ଠାରେ ଚାଲିଥ#ବା ସାଗରମାଳା ପ୍ରକଳ୍ପକୁ ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଲେ ଯେ ଏହି କାର୍ଯ୍ୟକ୍ରମର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ସେ କହିଛନ୍ତି ଯେ ଭାବେଓଡିଶା ଏକ ପ୍ରମୁଖ ତଟୀୟ ଆଧାରିତ ରାଜ୍ୟ ହୋଇଥ#ବାରୁ ବନ୍ଦର ଆଧାରିତ ଅର୍ଥନୀତି ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇ ପାରିବ ।

ଓଡିଶାର ଲୁହାପଥର., କୋଇଲା ପରି ଖଣିଜ ପଦାର୍ଥ ହେଉ ବା ପାରାଦୀପରେ ପେଟ୍ରୋକେମିକାଲ ଉତ୍ପାଦ ହେଉ କିମ୍ବା କୃଷି ଜାତ ଉତ୍ପାଦ ହେଉ ସମସ୍ତଙ୍କୁ ମିଶାଇ ପାରାଦୀପ ଓ ଅନ୍ୟ ବନ୍ଦର ମାଧ୍ୟମରେ ଓଡିଶାର ଅର୍ଥନୀତିରେ ଏକ ନୂଆ ମଡେଲ ତିଆରି ହେବ । ପାରାଦୀପ ବନ୍ଦର ଏହାର ନେତୃତ୍ୱ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!