ଆରଏସ୍ଏସ୍ ତରଫରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅନୁଷ୍ଠିତ

rssଡଃ. ଆମ୍ବେଦକର ଜଣେ ମହାନ ଦେଶ ଭକ୍ତ, ସମାଜ ସଂସ୍କାରକ, ସମାଜ-ବିଜ୍ଞାନୀ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ , ଆଇନ୍ ବିଷାରଦ, ଦାର୍ଶନିକ, ରାଷ୍ଟ୍ରନାୟକ ଓ ପ୍ରଜ୍ଞାପୁରୁଷ ଥିଲେ । ଦେଶରେ ଦଳିତ ମାନଙ୍କୁ ସାମାଜିକ ନ୍ୟାୟ ଦେବା ସହିତ ମହିଳା ମାନଙ୍କର ଶିକ୍ଷାର ବିକାଶ, ସାମାଜିକ ନିରାପତ୍ତା ଓ ଶ୍ରମିକମାନଙ୍କ ଅଧିକାର ପାଇଁ ସେ ନିଜ ଜୀବନକୁ ଉସôର୍ଗ କରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ତରଫରୁ ଆୟୋଜିତ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀ ଘନଶ୍ୟାମ ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି ।
ଏହି ଅବସରରେ ସ୍ଥାନୀୟ ଚିଲିଡ୍ରେନ ପାର୍କରୁ ସଂଘର ସ୍ୱୟଂସେବକମାନଙ୍କର ଏକ ଶୋଭାଯାତ୍ରା ବାହାରି ଏଜି ଛକ ନିକଟରେ ପହଁଞ୍ଚô ଥିଲା । ଏଠାରେ ଥିବା ଡଃ. ଭୀମରାଓ ରାମ୍ଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶାର ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ପ୍ରସାଦ ନନ୍ଦ, ସହ-ପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ,ମହାନଗର ସଂଘଚାଳକ ଡ. ବସନ୍ତ ପତି,କ୍ଷେତ୍ର ସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା, ବିଶିଷ୍ଟ ସଂସ୍କୃତି ଗବେଷକ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରମୁଖ ମାଲ୍ୟାର୍ପଣ କରିଥିଲେ ।
ଆରଏସ୍ଏସ୍ର ସମରସତା ମଞ୍ଚର ଭୁବନେଶ୍ୱର ମହାନଗର ପ୍ରମୁଖ ଯାଜ୍ଞବଳ୍କ ମହାନ୍ତିଙ୍କ ସଂଯୋଜ

Share in top social networks!