ଶାସ୍ତ୍ରୀ ଭବନରେ ଏଲପିଜି କିଓସ୍କ ଉଦଘାଟିତ

dpradhanନୂଆ ଦିଲ୍ଲୀର ଶାସ୍ତ୍ରୀ ଭବନର ୩ ନମ୍ବର ଗେଟ ଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଏଲପିଜି ସୂଚନା କିଓସ୍କକୁ ଉଦଘାଟନ କରିଛନ୍ତି । ଏହି ଟଚ ସ୍କ୍ରିନ କିଓସ୍କରେ ଉପଭୋକ୍ତା ମାନେ ଏଲପିଜି ସଂବନ୍ଧିତ ସମସ୍ତ ତଥ୍ୟ ସହଜରେ ଜାଣି ପାରିବେ ବୋଲି ଶ୍ରୀ ପ୍ରଧାନ ଏହି କିଓସ୍କ ଉଦଘାଟନ କରି ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ ଯେ ଶାସ୍ତ୍ରୀ ଭବନରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ରହିଛି ।

Share in top social networks!