ମହାରାଷ୍ଟ୍ରର ଶିଳ୍ପମନ୍ତ୍ରୀଙ୍କ ସହ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରାଙ୍କ ସାକ୍ଷାତ ଆଲୋଚନା

msmeଥାନେ ଓଡ଼ିଆ ସଂଘ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇ ମହାରାଷ୍ଟ୍ର ଗସ୍ତରେ ଥ#ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯେଗେନ୍ଦ୍ର ବେହେରା ମହାରାଷ୍ଟ୍ରର ଶିଳ୍ପ ମନ୍ତ୍ରୀ ଶ୍ରୀ ସୁବାସ ରାଜାରାମ ଦେଶାଇଙ୍କ ସହ ଆଲୋଚନା କରିଥ#ଲୋ
ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଗ୍ରହଣ କରାଯାଇଥ#ବା ବିଭିନ୍ନ ନୀତି ସଂପର୍କରେ ଆଲୋଚନା କରି ଏହି ନୀତିଗୁଡିକରେ ରାଜ୍ୟରେ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ଅନେକ ସୁଯୋଗ ରହିଥ#ବା ବିଷୟରେ କହିଥ#ଲୋ ମହାରାଷ୍ଟ୍ର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ଦେଇଥ#ଲୋ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ କ୍ଷେତ୍ରରେ ବ୍ୟାଙ୍କ ଋଣ ପାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଥ#ବାରୁ ଆଗାମୀ ଦିନରେ ନୂତନ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ବ୍ୟାଙ୍କମାନଙ୍କର ମୁଖ୍ୟ ତଥା ଦେଶର ସମସ୍ତ ଶିଳ୍ପ ମନ୍ତ୍ରୀ ଓ ଉଦ୍ୟୋଗ ମନ୍ତ୍ରୀମାନଙ୍କର ଏକ ବୈଠକ ଆହୂତ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥ#ଲୋ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଦ୍ୱାରା ଆତ୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇ ଓଡ଼ିଶାୟୁଥ୍ ଇନୋଭେସନ୍ ଫଣ୍ଡ କରିଥ#ବା ସେ ସୂଚନା ଦେଇଥ#ଲୋ ଯୁବପିଢିଙ୍କୁ ନୂତନ ଚିନ୍ତାଧାରାରେ ଉଦ୍ୟୋଗ ଗଢିବା ପାଇଁ ପ୍ରୋତ୍ସାହିତ କରିବାକୁ ଏହି ଫଣ୍ଡ ଗଠନ କରାଯାଇଥ#ବା ବିଷୟରେ ସେ ଶ୍ରୀ ଦେଶାଇଙ୍କୁ ଅବଗତ କରାଇଥ#ଲୋ ଆଗାମୀ ଦିନରେ ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥ#ଲୋ ଓଡ଼ିଶାରେ ଉଦ୍ୟୋଗ ସ୍ଥାପନା ଓ ଶିଳ୍ପର ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥ#ବା ପଦକ୍ଷେପ ବିଷୟରେ ଅବଗତ ହୋଇ ମନ୍ତ୍ରୀ ଶ୍ରୀ ଦେଶାଇ ଆନନ୍ଦ ପ୍ରକାଶ କରିଥ#ଲୋ
ଏହି ସାକ୍ଷାତ ଆଲୋଚନା ସମୟରେ ଓଏସ୍ଡି ସଂଗ୍ରାମ ମହାନ୍ତି, ଯୁବ ନେତା ଶ୍ରୀ ରାମଚନ୍ଦ୍ର ବେହେରା, ଜ୍ଞାନ ଦାସ ଓ ଜୀବନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!