ଓଡ଼ିଶା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ଉତ୍କଳ ଦିବସ ମହାସମାରୋହରେ ପାଳିତ

utkaldଓଡ଼ିଆଙ୍କ ଆତ୍ମ ପରିଚୟ ଓ ସ୍ୱାଭିମାନକୁ ଅଧ#କ ଦୃଢ ତଥା ବ୍ୟାପକ କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ପ୍ରଯନ# କରନ୍ତୁା ଜାତୀୟ ମହାସ୍ରୋତରେ ଓଡ଼ିଶା ତା’ର ଅବଦାନ ପ୍ରକଟ କରିପାରିଛି ଓ ଏହା ଅଧ#କ ପ୍ରସାରିତ ହେବ ବୋଲି ଅତିଥ#ମାନେ ମତ ଦେଇଛନ୍ତିା
ଗତ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା କୋଲକାତାସ୍ଥିତ ଉତ୍କଳୀୟ ମିଳିତ ମଞ୍ଚରେ ଯୌଥ ଉଦ୍ୟମରେ ଅନୁଷ୍ଠିତ ଉତ୍କଳ ଦିବସ ସମାରୋହରେ ଅତିଥ#ମାନେ ଏହି ମର୍ମରେ ପୂର୍ବସୂରୀମାନଙ୍କ ଅବଦାନକୁ କୃତଜ୍ଞତାର ସହ ସ୍ମରଣ କରିଛନ୍ତିା
କୋଲକାତା ବିଶ୍ୱବିଦ୍ୟାଳୟ ଇନ୍ଷ୍ଟିଚୁ୍ୟସନ୍ ସଭାଗୃହରେ ଆୟୋଜିତ ଏହି ସମାରୋହରେ ମଞ୍ଚର ସଭାପତି ତଥା ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧ#କାରୀ ଶ୍ରୀ ରବିନାରାୟଣ ମହାପାତ୍ର ଅଧ୍ୟକ୍ଷତା କରିଥ#ବା ବେଳେ ବରିଷ୍ଠ ସଂଗଠକ ତଥା ସମାଜସେବୀ ଶ୍ରୀକାନ୍ତ ପଣ୍ଡା, ବରିଷ୍ଠ ସାମ୍ବାଦିକ ଓ ଲେଖକ ଗୁରୁକଲ୍ୟାଣ ମହାପାତ୍ର, ପଶ୍ଚିମବଙ୍ଗ ଚା’ବୋର୍ଡର ଉପାଧ୍ୟକ୍ଷ ଅମୀୟ କୁମାର ଦାସ, ଦକ୍ଷିଣପୂର୍ବ ରେଳପଥର ଅତିରିକ୍ତ ମୁଖ୍ୟ ପ୍ରବନ୍ଧକ ଦେବବ୍ରତ କମିଲା, ଭାରତୀୟ ଜୀବନବୀମା ନିଗମର ବରିଷ୍ଠ ଅଧ#କାରୀ ସୁବାସ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ସୂଚନା ଅଧ#କାରୀ ସୂର୍ଯ୍ୟ ମିଶ୍ର, ଚିକିତ୍ସା ବିଶେଷଜ୍ଞ ଡା. ଜ୍ଞାନରଞ୍ଜନ ସ୍ୱାଇଁ ଓ ବିଶାଖାପାଟଣା ଓଡ଼ିଆ ସମାଜର ସଂପାଦକ ସୁବାସ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖ# ଓଡ଼ିଶା ଦିବସର ତାତ୍ପର୍ଯ୍ୟ ଓ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥ#ଲୋ କୋଲକାତା ମହାନଗରୀ ତଥା ଆଖପାଖ ଅଞ୍ଚଳର ପ୍ରାୟ ୩୦ଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥ#ଲାା
ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ ଦାସ ବିବରଣୀ ପାଠ କରିଥ#ବା ବେଳେ ଉପସଭାପତି କ୍ଷୀରୋଧ ଧଳ ଧନ୍ୟବାଦ ଅର୍ପଣ କରିଥ#ଲୋ କର୍ମକର୍ତ୍ତା ସର୍ବଶ୍ରୀ ପ୍ରମୋଦ ପ୍ରହରାଜ, ନାରାୟଣ ବାରିକ, ଭକ୍ତବତ୍ସଳ ଜେନା, କୃତ୍ତିବାସ ମହାପାତ୍ର, ରମେଶ ପଢିଆରୀ, ଭକ୍ତ ରଞ୍ଜନ ପରିଜା, ଜିତେନ୍ଦ୍ରୀୟ ଦଣ୍ଡପାଟ ଓ ନଳିନୀ ପ୍ରଭା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ ସମାରୋହରେ ଶହ ଶହ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ପ୍ରବାସୀ ଓଡ଼ିଆ ଉପସ୍ଥିତ ଥ#ଲୋ ସଭାଶେଷରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସୁଗାୟକ ଶିବ ରଥ, ଇପ୍ସିତା ପଣ୍ଡା ଓ ତାଙ୍କ ସହଯୋଗୀମାନେ ଭଜନ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥ#ଲୋ
ସେଦିନ ସକାଳେ ଲେନିନ୍ସରଣୀସ୍ଥିତ ପଣ୍ଡିତ ଗୋପବନ୍ଧୁ ଓ ପଣ୍ଡିତ ନୀଳକ=ଙ୍କ ପ୍ରତିମୂର୍ତ୍ତିରେ ସୂଚନା ଅଧ#କାରୀ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥ#ଲାା ଏଥ#ରେ ଉତ୍କଳ ଭବନର ପରିଚାଳକ କୁମୁଦଚନ୍ଦ୍ର ସାହୁଙ୍କ ସମେତ ଆଖଣ୍ଡଳମଣି ଆଞ୍ଚଳିକ ଉନ୍ନୟନ କମିଟି, ବାରବାଟୀ କ୍ଲବ୍ ଓ ପୁସ୍ତକାଗାର, ବି.ବି.ଗାଙ୍ଗୁଲି ଷ୍ଟି୍ରଟ୍ ଉତ୍କଳ ସମାଜ, ନୀଳଶୈଳ, ରାଧାମୋହନ ପ୍ରଗତିଶୀଳ ଉତ୍କଳ ସମାଜ, ଉତ୍କଳ ସଂଘ, ଶ୍ରୀ ଜଗନ୍ନାଥ ସେବା ସମିତି, ଉତ୍କଳ ଯୁବକ ସଂଘ, ପରମ୍ବ୍ରହ୍ମ କଳା ପରିଷଦ, ଉତ୍କଳ ପ୍ରବାସୀ ଅଭିଯାନ, ଓଡ଼ିଶା ପ୍ରଗତି ସଂଘ, ବଙ୍ଗୀୟ ଓଡ଼ିଆ ସମାଜ, ପ୍ରବାସୀ ବନ୍ଧୁ ଉତ୍କଳ ସମିତି, କୋଣାର୍କ ପାଠାଗାର, ଉତ୍କଳ ବୀଣାପାଣି ସଂଘ ଓ ବାବା ହରିଶ୍ଚନ୍ଦ୍ର କଳା ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥ#ଲୋ ସନ୍ଧ୍ୟାରେ ଉତ୍କଳ ଭବନରେ ଆକର୍ଷଣୀୟ ଆଲୋକସଜ୍ଜା ହୋଇଥ#ଲାା

Share in top social networks!