ସୂର୍ଯ୍ୟପ୍ରଭାର ସ୍ଵନକ୍ଷତ୍ର ଉଶ୍ଚବ ଅନୁଷ୍ଠିତ ହୋଇଯାଇଛି

‘ସୂର୍ଯ୍ୟପ୍ରଭା’ ର ଦଶମ ସ୍ଵନକ୍ଷତ୍ର ଉଶ୍ଚବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ମନ୍ତ୍ରୀ କଳ୍ପତରୁ ଦାସ, ମନ୍ତ୍ରୀ ଅରୁଣ କୁମାର ସାହୁ, ସରକାରୀ ଉପମୁଖ୍ୟ ସଚେତକ ସଞ୍ଜୟ କୁମାର ଦାସବର୍ମା, ବିଜେପି ନେତା ମନମୋହନ ସାମଲ, ସୂର୍ଯ୍ୟପ୍ରଭାର ପୂର୍ବତନ ସମ୍ପାଦକ ଉମାଶଙ୍କର ମିଶ୍ର, ସାହିତ୍ୟିକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ନାରାୟଣ ପଣ୍ଡା, ସୁର୍ଜ୍ୟପ୍ରଭାର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଯୋଗ ଦେଇଥିଲେ | ଏହି ଅବସରରେ ଶ୍ରୀନିବାସ ଉଦ୍ଗାତାଙ୍କୁ ‘ପ୍ରଜ୍ଞାପ୍ରଣାମ’ ସମ୍ମାନରେ ସମ୍ମାନିତ କରାଯାଇଥିଲା |

Share in top social networks!
Powered By Indic IME