ବୟନିକାର ୩୩ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

boynikaଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ଼ (ବୟନିକା)ର ୩୩ ତମ ବାର୍ଷିକ ସାଧାରଣ
ସଭା ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥ#ରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପ୍ରତ୍ୟେକ ପ୍ରାଥମିକ
ବୁଣାକାର ସମବାୟ ସମିତିର ପ୍ରତିନିଧ#ମାନେ ଯୋଗ ଦେଇଥ#ଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ
ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଉଦ୍ଘାଟନ କରି ବୁଣାକାରମାନଙ୍କ ପାଇଁ ସରକାର କରୁଥ#ବା ବିଭିନ୍ନ ଉନ୍ନୟନମୂଳକ
କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥ#ଲେ । ଏଥ#ସହ ନିର୍ଦ୍ଦିଷ୍ଟ ଭାବେ ବୟନିକା ପାଇଁ ନିଆଯାଉଥ#ବା ପଦକ୍ଷେପ
ଉପରେ ସବିଶେଷ ସୂଚନା ଦେଇ ବୁଣାକାରମାନେ ସରକାରଙ୍କ ସମସ୍ତ ଯୋଜନା ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ
ସାମିଲ ହେବାକୁ ଆହ୍ୱାନ ଦେଇଥ#ଲେ । ସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗଦେଇଥ#ବା ବୁଣାକାର ପ୍ରତିନିଧ#ମାନେ
ବୟନିକାର ଉନ୍ନତିକଳ୍ପେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥ#ଲେ । ବୟନିକାର ସଭାପତି ଶେଷକୁମାର ମେହେର
ସଭାରେ ଅଧ୍ୟକ୍ଷତା କରିଥ#ଲେ । ଏତଦ୍ବ୍ୟତୀତ ପରିଚାଳନା ପରିଷଦର ସମସ୍ତ ସଭ୍ୟ, ବୟନିକାର ପରିଚାଳନା
ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର, ବୟନ ଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ସାମନ୍ତ ପ୍ରମୁଖ ଉପସ୍ଥିତ
ଥ#ଲେ ।

Share in top social networks!