ସରକାର ଓ ବ୍ୟବସାୟୀ ସଂଘର ଆଲୋଚନା ବିଫଳ, ଉପଭୋକ୍ତା ମନରେ ଆତଙ୍କ: ବିଜେପି

ରାଜ୍ୟ ସରକାର ଓ ବ୍ୟବସାୟୀ ସଂଘ ଆଲୋଚନା ବିଫଳ ହେବା ଘଟଣା ସରଳ ଉପଭୋକ୍ତା ମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ବୋଲି ବିଜେପିି ରାଜ୍ୟ ମୁଖ ପାତ୍ର ଶୀଯୁକ୍ତ ଦିଲିପ ମହାନ୍ତି ଅଭିଯୋଗ କରିଛନ୍ତି । ପଡୋଶୀ ରାଜ୍ୟ ଉପଭୋକ୍ତା ମାନେ ଓଡିଶାର ଉପଭୋକ୍ତା ମାନଙ୍କ ଠାରୁ କମ ଦରରେ ଖାଦ୍ୟ ସଶ୍ୟ କିଣୁଥିବାବେଳେ ରାଜ୍ୟସରକାରଙ୍କର କୌଣସି ନୀତି କାରଣରୁ କ୍ଷତିଗ୍ରସ୍ତ ହେଉଛନ୍ତି ।

Share in top social networks!