ମଇ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟି୍ରକ୍ ପରୀକ୍ଷା ଫଳ

ଚଳିତ ବର୍ଷ ମାଟି୍ରକ୍ ପରୀକ୍ଷାକୁ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥ#ବା ବେଳେ ଏବେ ଖାତା ଦେଖା ପ୍ରକ୍ରିୟା ପ୍ରାୟ ଶେଷ ହୋଇଛିା ପ୍ରାୟ ୩୫ ଲକ୍ଷ ୮୦ ହଜାରରୁ ଊ–ର୍ ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଥ#ବା ବେଳେ ଓଏମ୍ଆର୍ ସିଟ୍ର ମୂଲ୍ୟାୟନ କାର୍ଯ୍ୟ ଚାଲୁ ରହିଛିା ସରକାର ମଇ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟି୍ରକ୍ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଯୋଜନା କରିଥ#ବା କଥା ବୋର୍ଡର ସଭାପତି ଶ୍ରୀ ଦକ୍ଷ ପ୍ରସାଦ ନନ୍ଦ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଅବଗତ କରିଛନ୍ତିା ମନ୍ତ୍ରୀ ଶ୍ରୀ ମିଶ୍ର ଏ ସଂପର୍କରେ ସୂଚନା ଦେଇଛନ୍ତିା ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ମାସ ଦ୍ୱିତୀୟ ସପ୍ତାହରୁ ମାଟି୍ରକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଥ#ଲାା

Share in top social networks!