ବାକିରହିଥ#ବା ଓ.ସି.ଏସ୍. କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କ ପାଇଁ ଡ଼ାକ୍ତରୀ ପରୀକ୍ଷା ପୁନଃନିର୍ଦ୍ଧାରିତ ।

ଓଡ଼ିଶା ବେସାମରିକ ସେବା (ସିଭିଲ ସର୍ଭିସେସ୍ ) ପରୀକ୍ଷା -୨୦୧୧ ରେ କୃତକାର୍ଯ୍ୟ ହୋଇଥ#ବା ଯେଉଁ ପ୍ରାର୍ଥୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କୌଣସି କାରଣ ବଶତଃ ହୋଇପାରିନାହିଁ, ସେମାନଙ୍କ ସ୍ୱାସ୍ଥ୍ର୍ୟ ପରୀକ୍ଷା ଆଗାମୀ ତା. ୩୧..୩.୨୦୧୬ ରିଖ କଟକ ଜିଲ୍ଲା ମୁଖ୍ୟ ଚିକିସ#ା ଅଧ#କାରୀଙ୍କ କାର୍ଯ୍ୟାଳୟଠାରେ ଦିବା ୧୦.୦୦ ଘଟିକାରୁ ଅପରାହ୍ନ ୬.୦୦ ଘଟିକା ମଧ୍ୟରେ କରାଯିବା ପାଇଁ ନିର୍ଦ୍ଧାରଣ କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ସମୟରେ କଟକ ଜିଲ୍ଲା ମୁଖ୍ୟ ଚିକିସ#ା ଅଧ#କାରୀଙ୍କ ନିକଟରେ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ପାଇଁ ଅନୁରୋଧ କରାଯାଇଛି । ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଂଜନ ପାତ୍ର କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗ ନ ଦେବେ ସେମାନେ ଉକ୍ତ ସେବା ନିମନ୍ତେ ଅନିଛୁକ ବୋଲି ବିବେଚନା କରାଯିବ ।
ଏ ବାବଦରେ ପ୍ରାର୍ଥୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଟେଲିଫୋନ୍ ନମ୍ବର ୦୬୭୪-୨୩୨୨୩୬୯ / ୯୪୩୮୨୬୨୦୧୦ / ଇ-ମେଲରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ।

Share in top social networks!