କୋଇଲା ଖଣି ପ୍ରଭାବିତଙ୍କୁ ପିୟୁଷ ଗୋଏଲଙ୍କ ପ୍ରତିଶ୍ରୁତି

12799295_977091042374475_3162314448176262420_nତାଳଚେର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଠାରେ କୋଇଲା ଖଣି ଦ୍ୱାରା ପ୍ରଭାବିତ ଏବଂ ବାସହରାଙ୍କର ଏକ ପ୍ରତିନିଧ# ଦଳ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସାକ୍ଷାତକରି ସେମାନଙ୍କର ଦାବି ଉପସ୍ଥାପନ
କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସାକ୍ଷାତ ଆଲୋଚନା ସମୟରେ ଉପସ୍ଥିତ ଥ#ଲେ । ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ଗୁରୁବାର ଦିନ କୋଇଲା ଖଣି ପ୍ରଭାବିତ ପରିବାରର ପ୍ରତିନିଧ#ମାନେ କୋଇଲା ଓ ଶକ୍ତିମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ସାକ୍ଷାତ କରିଥ#ଲେ । କୋଇଲା ଖଣି ପ୍ରଭାବିତ ପରିବାରମାନଙ୍କର ଆଇନ୍ ସମ୍ମତ ଥଇଥାନ, ପୁନର୍ବାସ ଏବଂ ନିଯୁକ୍ତି ଠିକ୍ ଭାବରେ ମିଳୁନଥ#ବା ଏହି ପ୍ରତିନିଧ# ଦଳରେ ସାମିଲ ବ୍ୟକ୍ତିମାନେ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଥ#ଲେ । ସାଧାରଣ ଲୋକଙ୍କ ନ୍ୟାଯ୍ୟ ଅଧ#କାର ପୂରଣ ପାଇଁ ଉଦ୍ଦିଷ୍ଟ ଆର୍ପିଡିଏସି ମିଟିଂ ନହେବା, ପୁନର୍ବାସ ଅଫିସର ଏବଂ ଭୂଅର୍ଜନ
ଅଧ#କାରୀ ପଦବି ଦୀର୍ଘଦିନରୁ ଖାଲିପଡ଼ିବା କାରଣରୁ ପ୍ରଭାବିତ ଜନତାଙ୍କ ସମସ୍ୟା ସମାଧାନ ନହୋଇ ପଡ଼ି ରହୁଥ#ବା ଏହି ପ୍ରତିନିଧ# ମଣ୍ଡଳୀ ଅଭିଯୋଗ କରିଥ#ଲା

ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ଅର୍ଥରେ ସ୍ଥାନୀୟ ଅଞ୍ଚଳ ବିକାଶ ପା=ିର ବିନିଯୋଗରେ ହେବାକୁ ଥ#ବା ପାନୀୟ ଜଳ ଓ ଶିକ୍ଷା
ଉଦ୍ଦେଶ୍ୟରେ ବ୍ୟୟବରାଦ ଅର୍ଥ ଜିଲ୍ଲା ପ୍ରଶାସନ ଖର୍ଚ୍ଚ ନକରି ପକାଇ ରଖ#ଥ#ବା ପ୍ରତିନିଧ#ମାନେ ଅଭିଯୋଗ କରିଥ#ଲେ ।
ପ୍ରତିନିଧ#ମାନଙ୍କର ଅଭିଯୋଗକୁ ବିଚାରକୁ ନେଇ କେନ୍ଦ୍ରମନ୍ତ୍ରୀ ଗୋଏଲ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି
ଲୋକମାନଙ୍କର ସମସ୍ୟାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ବୈଠକରେ ଉପସ୍ଥିତ କେନ୍ଦ୍ର ତୈଳମନ୍ତ୍ରୀ
ଶ୍ରୀ ପ୍ରଧାନ କୋଇଲା ଓ ଶକ୍ତିମନ୍ତ୍ରୀଙ୍କୁ ଅନୁରୋଧ କରିଥ#ଲେ । ଗୋଟିଏ ବି ପ୍ରଭାବିତ ପରିବାର ଯେପରି ଆଇନ୍ଗତ
ଅଧ#କାରରୁ ବଞ୍ଚ#ତ ହେବନି ସେଥ#ପାଇଁ ଯନ#ବାନ ହେବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱଆରୋପ କରିଥ#ଲେ ।
ମନ୍ତ୍ରୀ ଶ୍ରୀ ଗୋଏଲ ଖୁବ୍ଶୀଘ୍ର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥ#ଲେ । ଏହି
କମିଟି ପ୍ରଭାବିତ ଅଞ୍ଚଳ ବୁଲି ଲୋକମାନଙ୍କର ସମସ୍ୟା ବୁଝିବା ସହ ନିଜର ସୁପାରିଶ ଦେବ ବୋଲି ଶ୍ରୀ ଗୋଏଲ
ପ୍ରତିନିଧ# ମଣ୍ଡଳିକୁ ପ୍ରତିଶ୍ରୁତି ଦେଇଥ#ଲେ । ଏହି କମିଟି ପ୍ରଭାବିତ ଅଞ୍ଚଳ ସହ ରାଜ୍ୟ ସରକାର, ଏମ୍ସିଏଲ୍ ଏବଂ
ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଖଣି ପ୍ରଭାବିତଙ୍କୁ ସମସ୍ୟା ଏକ ସମୟବଦ୍ଧ କାର୍ଯ୍ୟକ୍ରମ
ମାଧ୍ୟମରେ ଶେଷ କରାଯିବ ବୋଲି ଶ୍ରୀ ଗୋଏଲ ପ୍ରତିଶ୍ରୁତି ଦେଇଥ#ଲେ ।
ତୈଳ ମନ୍ତ୍ରୀ ଶ୍ରୀ ପ୍ରଧାନ, ମନ୍ତ୍ରୀ ଗୋଏଲଙ୍କର ତ୍ୱରିତ ପଦକ୍ଷେପ ପ୍ରତିଶ୍ରୁତି ପାଇଁ ଧନ୍ୟବାଦ ଦେବା ସହ ପ୍ରଭାବିତ
ପରିବାରଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଥ#ଲେ ।
ଏହି ପ୍ରତିନିଧ# ମଣ୍ଡଳରେ ତାଳଚେର ଅଞ୍ଚଳର ଡଅଁରା, ଗୋପାଳ ପ୍ରସାଦ, କଳମ ଛୁଇଁ, ନାତିରୀ, ମଦନମୋହନପୁର,
ଲାଞ୍ଜିଯୋଡ଼ା, ହେଁସମୂଳ, ଜରାଗାଡ଼ିଆ, ଏକଡାଳ, ପିଲୋଇ, ସୋଲଡ଼ା, ରଘୁନାଥପୁର, ବାଲୁଙ୍ଗା ଓ ପାଳଗଡ଼ା ଆଦି
ଗ୍ରାମର ପ୍ରତିନିଧ#ମାନେ ସାମିଲ୍ ଥ#ଲେ ।

Share in top social networks!