ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ-ମନ୍ତ୍ରୀ ଉଷାଦେବୀ

womendaystateଜାତିସଂଘ ପକ୍ଷରୁ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛିା
ମହିଳାମାନଙ୍କ ପ୍ରତି ସମ୍ମାନ ଓ ଅଧ#କାର ଏବଂ ସୁରକ୍ଷା ଯୋଗାଇଦେବା ଏହି ଦିବସ ପାଳନର ମୁଖ୍ୟ
ଉଦ୍ଦେଶ୍ୟା ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଜୟଦେବ ଭବନ
ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛିା
ଆଜି ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ
ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସମନ୍ୱୟ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ
ଶ୍ରୀମତୀ ଉଷା ଦେବୀ କହିଲେ ଯେ, ମହିଳାମାନେ ହେଉଛନ୍ତି ଭଗବାନଙ୍କର ସବୁଠାରୁ ସୁନ୍ଦର ସୃଷ୍ଟିା
ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁଦୃଢୀକରଣ ନିମନ୍ତେ ରାଜ୍ୟ ସରକାର ଅଗ୍ରାଧ#କାର ଦେଇଛନ୍ତି
ା ଉତ୍ତମ ସୁଯୋଗ, ସୁସ୍ଥ ପରିବେଶ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ, ମାନସିକତାର ପରିବର୍ତ୍ତନ ଓ
ହିଂସାମୁକ୍ତ ସମାଜ ଦ୍ୱାରା ମହିଳାମାନେ ଉନ୍ନତି ପଥରେ ଆଗେଇ ପାରିବୋ ଫଳରେ ସମାଜ, ଜାତି,
ରାଜ୍ୟ ଓ ଦେଶ ସମୃଦ୍ଧ ଓ ଉନ୍ନତ ହୋଇପାରିବା ଏହି ଅବସରରେ ହସ୍ତତନ୍ତ ଓ ବୟନ, ମିଶନ ଶକ୍ତି,
ଅନୁସୂଚିତ ଜାତି କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଭାଗୀୟ ଶାସନ ସଚିବ ବିଶାଳ କୁମାର ଦେବ,
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ବିକାଶ ସମବାୟ ନିଗମ ଅଧ୍ୟକ୍ଷା
ଶ୍ରୀମୟୀ ଶେ୍ୱତା ସ୍ନିUା ମିଶ୍ର, ମହିଳା ଦିବସ ସଂପର୍କରେ ଉଦ୍ବୋଧନ ଦେଇଥ#ଲୋ ବିଭାଗୀୟ
ନିର୍ଦ୍ଦେଶକ(ସମାଜ ମଙ୍ଗଳ) ରବୀନ୍ଦ୍ର ପ୍ରତାପ ସିଂ ଧନ୍ୟବାଦ ଅର୍ପଣ କରିଥ#ଲୋ
ଏହି ଉତ୍ସବରେ ରାଜ୍ୟର ୩୦ଟି ଜିଲ୍ଲାରେ ଉତ୍ତମ କାର୍ଯ୍ୟ ପାଇଁ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ
କରାଯାଇଥ#ଲାା ସେମାନେ ହେଲେ ମାନାରାଣୀ ଗଡନାୟକ(ଅନୁଗୋଳ), ନିୟତି ପରିଡା(ବାଲେଶ୍ୱର),
ସରୋଜିନୀ ଭୋଇ(ବରଗଡ), ପ୍ରଭାତୀ ସାହୁ(ଭଦ୍ରକ), ରୀତାଞ୍ଜଳି ବାରିକ(ବଲାଙ୍ଗିର), ସଂଯୁକ୍ତା
ଦେହୁରୀ(ବୌଦ୍ଧ), ଛବିଲତା ବେହେରା(କଟକ), ପୁଷ୍ପାଞ୍ଜଳି ସାହୁ(ଦେବଗଡ), ରେଣୁବାଳା
ନାଥ(ଢେଙ୍କାନାଳ), ବି. ଦାଶାଲୁ(ଗଜପତି), ଜି. ଜ୍ୟୋତ୍ସ୍ନା(ଗଞ୍ଜାମ), ବାଉଲତା ଦେC(ଜଗତସିଂହପୁର),
ଶ୍ରୀମତୀ ଡଲି ସ୍ୱାଇଁ (ଯାଜପୁର), ଚନ୍ଦ୍ରକାନ୍ତି ପ୍ରଧାନ (ଝାରସୁଗୁଡା), ପଞ୍ଜରୀ ସୁନା(କଳାହାଣ୍ଡି), ମମତା
ବୁର୍ଗୀ(କନ୍ଧମାଳ), ପ୍ରଣତି ବେହେରା (କେନ୍ଦ୍ରାପଡା), ସୁନାଫୁଲ ନାଏକ (କେନ୍ଦୁଝର), ସୁଲେଖା
ଭକତ(ଖୋର୍ଦ୍ଧା), ଜେମାମଣି ରାଉତ(କୋରାପୁଟ), ରାଜଲକ୍ଷ୍ମୀ ସାମନ୍ତରାୟ(ମାଲକାନଗିରି), ମଞ୍ଜୁଲତା
ମୁଦୁଲି(ମୟୁରଭଞ୍ଜ), ରଶ୍ମିତା ସ୍ୱାଇଁ (ନବରଙ୍ଗପୁର), ରୋବନା ବେଗମ (ନୟାଗଡ), କୌଶଲ୍ୟା
ଭୋଇ(ନୂଆପଡା), ପୁଷ୍ପିତା ଘଟୁଆରୀ (ପୁରୀ), ସୁକାନ୍ତି ହେପ୍ରିକା(ରାୟଗଡା), ପଦ୍ମାସିନୀ ବାରିକ
(ସମ୍ବଲପୁର), ଭାଗ୍ୟବତୀ ବାଦୀ(ସୁବର୍ଣ୍ଣପୁର), ପଦ୍ମାବତୀ ସାହୁ(ସୁନ୍ଦରଗଡ)ା ଆଙ୍ଗନବାଡି କର୍ମୀମାନଙ୍କୁ
ପୁରସ୍କାର ବାବଦରେ ୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥ#ଲାା
ସେହିପରି ରାଜ୍ୟରେ ଆଇ.ସି.ଡି.ଏସ୍ ଓ ଏଥ# ସହିତ ଜଡିତ ଯୋଜନାର ସଫଳ ରୂପାୟନ ପାଇଁ
୩ଟି ଜିଲ୍ଲାକୁ ସମ୍ବର୍ଦ୍ଧିତ କରାଯାଇଥ#ଲାା ପ୍ରଥମ ସ୍ଥାନରେ ଜଗତସିଂହପୁର ଜିଲ୍ଲା, ଦ୍ୱିତୀୟରେ ମୟୂରଭଞ୍ଜ ଓ
ତୃତୀୟରେ ଢେଙ୍କାନାଳ ଜିଲ୍ଲାକୁ ସମ୍ମାନିତ କରାଯାଇଥ#ଲାା
ଏତଦ୍ବ୍ୟତୀତ ଦୂରଦର୍ଶନ ଦ୍ୱାରା ଶିଶୁ କନ୍ୟାର ବିକାଶ ଉପରେ ଆଧାରିତ ଦୁଇଟି ଭିଡିଓ ସ୍ପଟ୍ ଓ
ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ମହିଳା ସଶକ୍ତିକରଣ ଉପରେ ଆଧାରିତ ୪ଟି ଅଡିଓ ସ୍ପଟ୍ ସିଡିକୁ
ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଉନ୍ମୋଚନ କରିଥ#ଲୋ ଶେଷରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ
ମହିଳା ସଶକ୍ତିକରଣ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥ#ଲାା

Share in top social networks!