ରାଉରକେଲାରେ ଧର୍ମେନ୍ଦ୍ର ପ୍ରଧାନ କଲେ ଉଡ଼ାଜାହାଜ ଇନ୍ଧନ କେନ୍ଦ୍ର ଉଦ୍ଯାପନ

dpjiରାଉରକେଲା ଠାରେ ଏକ ଉଡ଼ାଜାହାଜ ଇନ୍ଧନ କେନ୍ଦ୍ରକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତିା ଦେଶରେ ଇଣ୍ଡିଆ ଅଏଲ
କର୍ପୋରେସନର ୧୦୦ତମ ଇନ୍ଧନ କେନ୍ଦ୍ର ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ପ୍ରତିଷ୍ଠା କରାଯାଇଛିା ଏହି ଉଦ୍ଘାଟନ ଉତ୍ସବରେ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ମନ୍ତ୍ରୀ ଜୁଏଲ ଓରାମ, ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ପ୍ରମୁଖ ଉପସ୍ଥିତ ଥ#ଲୋ

ରାଉରକେଲାରେ ଉଡ଼ାଜାହାଜ ଇନ୍ଧନ ଉପଲବ୍ଧ ନଥ#ବାରୁ ଉଡ଼ାଜାହାଜ ଓ ହେଲିକେପଫର ଇନ୍ଧନ ପାଇଁ ଦୂରସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଥ#ଲାା ରାଞ୍ଚି ୨୨୫କି.ମି, ଜାମସେଦପୁର ୩୩୦କି.ମି, ଭୁବନେଶ୍ୱର ୩୨୦କି.ମି, ରାୟପୁର ୪୫୦କି.ମି, ନାଗପୁର ୨୦୨ କି.ମି ଓ ଗୟା ୪୧୬ କି.ମି ଦୂରତା ଅତିକ୍ରମ
କରିବା ପରେ ଇନ୍ଧନ ଉପଲବ୍ଧ ହେଉଥ#ଲାା ରାଉରକେଲାର ଏହି ଇନ୍ଧନ ଯୋଗାଣ ଦ୍ୱାରା ରାଜ୍ୟ ଭିତରେ ଛୋଟ ଉଡ଼ାଜାହାଜଚାଳକମାନଙ୍କୁ ସୁବିଧା ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତିା ଏହା ଦ୍ୱାରା ରାଉରକେଲାର ବାଣିଜି୍ୟକ କେନ୍ଦ୍ର ମାନ୍ୟତାକୁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କରିଛନ୍ତିା

ଓଡ଼ିଶା ବିଶେଷ କରି ରାଜ୍ୟର ପଶ୍ଚିମାଞ୍ଚଳ ବିକାଶରେ ଏହି ଇନ୍ଧନ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସ୍ୱାଧ#ନତା ପରେ ଓଡ଼ିଶା ତାର ନ୍ୟାଯ୍ୟ ସ୍ୱୀକୃତି ଏବେ ପାଉଛିା ଏଥ#ପାଇଁ ଓଡ଼ିଶା ଆଉ କିଛି ବର୍ଷ ମଧ୍ୟରେ ଶିଳ୍ପକ୍ଷେତ୍ରରେ ବେଶ୍ ଅଗ୍ରଗତି କରିପାରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ
କରିଥ#ଲୋ ଏହି ଉଦ୍ଘାଟନ ଉତ୍ସବରେ ଇଣ୍ଡିଆନ ଓଏଲ କର୍ପୋରେସନର ବରିଷ୍ଠ ଅଧ#କାରୀମାନେ ଯୋଗ ଦେଇଥ#ଲୋ

Share in top social networks!