ଟାଟାଷ୍ଟିଲ କଳିଙ୍ଗନଗର ଓ ଗୋପାଳପୁର ପ୍ରକଳ୍ପ ମାନବ ସମ୍ବଳ ବିଭାଗ ମୁଖ୍ୟଶ୍ରୀ ପାର୍ଥସାରଥୀ ମିଶ୍ର ଏନ୍ଏଚ୍ଆରଡିଏନ୍ଭୁବନେଶ୍ୱର ଶାଖା ସଭାପତି ଘୋଷିତ

parthajiଟାଟାଷ୍ଟିଲ କଳିଙ୍ଗନଗର ଓ ଗୋପାଳପୁର ପ୍ରକଳ୍ପ ମାନବ ସମ୍ବଳ ବିଭାଗର ମୁଖ୍ୟଶ୍ରୀ ପାର୍ଥସାରଥୀ ମିଶ୍ର ଜାତୀୟ ମାନବ ସମ୍ବଳ ବିକାଶ ନେଟୱର୍କ (ଏନ୍ଏଚ୍ଆରଡିଏନ୍), ଭୁବନେଶ୍ୱର ଶାଖାର ସଭାପତିଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜାତୀୟମାନବସମ୍ବଳ ଅଧିକାରୀଙ୍କ ପ୍ରମୁଖସଂଗଠନ ଏନ୍ଏଚ୍ଆରଡିଏନ୍ଭୁବନେଶ୍ୱରଶାଖାର ଦେଶର ଏକ ଅଗ୍ରଣୀଶାଖାଭାବରେଖ୍ୟାତିରହିଛି ।

ଭୁବନେଶ୍ୱରଠାରେଫେବୃଆରୀ ୨୭ ତାରିଖରେ ଆୟୋଜିତ ଏକ ବୈଠକରେଶ୍ରୀ ପାର୍ଥସାରଥୀ ମିଶ୍ରଏହି ଦାୟିତ୍ୱଗ୍ରହଣକରିଥିଲେ ।ଇମ୍ଫାରମୁଖ୍ୟକାର୍ଯ୍ୟକାରୀ ଅଧିକାରୀ, ୟୁଏମ୍ସିଏଲ୍ ଓ ନିଦେ୍ର୍ଦଶିକାଶ୍ରୀମତି ପାରୋମିତାମହାପାତ୍ର ପୂର୍ବରୁଏହି ଦାୟିତ୍ୱରେ ଥିଲେ ।

ଏହା ଏକ ସମ୍ମାନ ଓ ଗୁରୁ ଦାୟିତ୍ୱବୋଲିଏହିଅବସରରେଶ୍ରୀମିଶ୍ରକହିଥିଲେ ।ସେକହିଥିଲେ ଯେଏନ୍ଏଚ୍ଆରଡିଏନ୍ଭୁବନେଶ୍ୱରଶାଖା,ସବୁସଦସ୍ୟଙ୍କସହସମ୍ପର୍କରେରହିବାସହିତଶାଖାକୁଗତିଶୀଳକରାଇବା ପାଇଁଚେଷ୍ଟାକରିବ ।ଏହା ଏକ ଦଳଗତକାର୍ଯ୍ୟ ଓ ମିଳିତଭାବେ ଆମେଓଡ଼ିଶା ଓ ସମଗ୍ର ଦେଶରମାନବସମ୍ବଳସ୍ଥିତିରେସକରାତ୍ମକ ପରିବର୍ତନ ଆଣିପାରିବୁବୋଲିସେ ଆଶା ପ୍ରକାଶକରିଥିଲେ ।

ଶ୍ରୀ ପାର୍ଥସାରଥୀ ମିଶ୍ରବର୍ତମାନ ଟାଟାଷ୍ଟିଲକଳିଙ୍ଗନଗର ଓ ଗୋପାଳପୁର ପ୍ରକଳ୍ପମାନବସମ୍ବଳରବିଭାଗରମୁଖ୍ୟଭାବେକାର୍ଯ୍ୟକରୁଛନ୍ତି । ଗତ ନଭେମ୍ବରମାସରେରାଜ୍ୟଉଦେ୍ଦଶ୍ୟରେଲୋକାର୍ପିତହୋଇଥିବାକଳିଙ୍ଗନଗରଇସ୍ପାତକାରଖାନାକୁରୂପ ଦେବାରେତାଙ୍କରଭୂମିକାରହିଛି ।କମ୍ପାନୀକର୍ତୃପକ୍ଷଙ୍କ ପକ୍ଷରୁକଳିଙ୍ଗନଗରସହିତବର୍ତମାନ ତାଙ୍କୁଓଡ଼ିଶାରଗୋପାଳପୁରକୁ ଏକ ସ୍ୱତନ୍ତ୍ର ଅର୍ଥନୈତିକଜୋନ୍ରହବ୍ଭାବେଗଢିତୋଳିବା ପାଇଁମାନବସମ୍ବଳବିଭାଗମୁଖ୍ୟ ଦାୟିତ୍ୱ ଦିଆଯାଇଛି ।

ଟାଟାଷ୍ଟିଲରଯୋଗ ଦେବା ପୂର୍ବରୁଶ୍ରୀମିଶ୍ରଜାପାନ, ୟୁରୋପ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, କୁଏତ, ମିଶର, ବାହାରିନ୍, ଥାଇଲାଣ୍ଡ ଓ ଇଥୋପିଆଭଳିବିଭିନ୍ନ ଦେଶରେଉଭୟ ଅଧିକାରୀ ଓ ଉପଦେଷ୍ଟାଭାବେକାର୍ଯ୍ୟକରିଛନ୍ତି ଓ ବହୁରାଷ୍ଟ୍ରୀୟଏବଂବହୁ-ସାଂସ୍କୃତିକ ପରିବେଶରେ ଥିବାମାନବସମ୍ବଳ ଅଭ୍ୟାସଉପରେଗଭୀର ଅଧ୍ୟୟନ କରିଛନ୍ତି ।ଜଣେ ପ୍ରଶିକ୍ଷକ ଓ ଓଡ଼ିବିଶେଷଜ୍ଞଭାବେସେବ୍ରିଟେନ୍ର ଥେମ୍ସଭେଲିବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣହାସଲକରିଛନ୍ତି ।ଜାପାନରେରହିବାସମୟରେତାଙ୍କୁଜାପାନରଟୋକିଓରେ ଥିବାଟୋଏଟା ପ୍ରଡକ୍ସନ୍ସିଷ୍ଟମ୍କନ୍ସଲ୍ଟାଂଟ (ଟିପିଏସ୍କନ୍ସଲଟାଂଟ) ପକ୍ଷରୁଶ୍ରେଷ୍ଠଉପଦେଷ୍ଟା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜାମିଲଷ୍ଟିଲଗ୍ଲୋବଲ୍ରବିଶ୍ୱମାନବସମ୍ବଳମୁଖ୍ୟତଥା ନେଦରଲ୍ୟାଣ୍ଡସ୍ଥିତକମ୍ପାନୀବ୍ୟାଟ୍ମେନ୍ସହମାନବସମ୍ବଳ ନିଦେ୍ର୍ଦଶକଭାବେକାର୍ଯ୍ୟକରିଛନ୍ତି ।

ଭାରତ ମଧ୍ୟରେସେ ଆରପିଜିଗ୍ରୁପ୍, ଏସାରଗ୍ରୁପ୍ ଓ ପିପାଭାଭଡିଫେନ୍ସ ଆଣ୍ଡ ଅଫ୍ସୋରଇଞ୍ଜିନିୟରିଂକମ୍ପାନୀଲିମିଟେଡ଼ (ବର୍ତ୍ତମାନ ରିଲାଏନ୍ସଡିଫେନ୍ସ ଆଣ୍ଡଇଞ୍ଜିନିୟରିଂ) ଭଳିକର୍ପୋରେଟ୍ସଂସ୍ଥାରେକାର୍ଯ୍ୟକରିଛନ୍ତି ।ଏହାସହିତସେ ପିପାଭାଭଟେକ୍ନିକାଲସର୍ଭିସେସ୍ (ପି) ଲିମିଟେଡ଼ ଓ ପିପାଭାଭବିଜନେସ୍ମ୍ୟାନେଜମେଂଟ (ପି) ଲିମିଟେଡରବୋର୍ଡ଼ରେ ନିଦେ୍ର୍ଦଶକ ମଧ୍ୟ ଥିଲେ ।

Share in top social networks!