ଜାତୀୟ ହସ୍ତତନ୍ତ ମେଳା ପରିସରରେ କ୍ରେତା-ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ

dpclଓଡ଼ିଶା ହସ୍ତତନ୍ତ କେବଳ ଓଡ଼ିଶା ବା ଭାରତ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛିା ତେବେ ଏହି ହସ୍ତତନ୍ତ ବସ୍ତ୍ରର ଗୁଣାତ୍ମକ ମାନ ବୃଦ୍ଧି ଏବଂ ତ୍ରୁଟିଶୂନ୍ୟ ହୋଇପାରିଲେ ଏହା ବିଶ୍ୱସ୍ତରୀୟ ହସ୍ତତନ୍ତ ଭାବେ ଖ୍ୟାତି ଲାଭ କରିବା ଏଥ#ପାଇଁ ଉନ୍ନତ ମାନର ସୂତା ଓ ରଙ୍ଗର ବ୍ୟବହାର, ବୈଷୟିକ କୌଶଳର ପ୍ରୟୋଗ ଏବଂ ଡାଇଙ୍ଗ, ପ୍ରୋସେସିଂ ଏବଂ ଅଧ#କରୁ ଅଧ#କ ଜୈବିକ ଦ୍ରବ୍ୟ ବ୍ୟବହାର ନିମନ୍ତେ ଜାତୀୟ ହସ୍ତତନ୍ତ ମେଳା ପରିସରରେ ବୟନିକା ଓ ଜାତୀୟ ହସ୍ତତନ୍ତ ବିକାଶ ନିଗମ ଆନୁକୂଲ୍ୟରେ ଅନୁଷ୍ଠିତ କ୍ରେତା-ବିକ୍ରେତା ସମ୍ମିଳନୀରେ ଯୋଗଦେଇ ଅତିଥ#ମାନେ ମତବ୍ୟକ୍ତ କରିଛନ୍ତିା
ଆଜି ପୂର୍ବାହ୍ନରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରି ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ କହିଲେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ନିକଟରୁ ବାର୍ଷିକ ପ୍ରାୟ ୨୮ କୋଟି ଟଙ୍କାର ସୂତା ପ୍ରତ୍ୟେକ ବର୍ଷ ଓଡ଼ିଶା କିଣୁଛିା ଓଡ଼ିଶା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଗୁଣାତ୍ମକ ମାନ ଠିକ୍ ରହିଲେ କେନ୍ଦ୍ର ସରକାରଙ୍କ ନିକଟରୁ ଆଥ#ର୍କ ପ୍ରୋତ୍ସାହନ ମିଳିବା ତେଣୁ ବାହାର ମିଲମାନଙ୍କ ଉପରେ ନିର୍ଭର ନ କରି ଅଧ#କ ସୂତା ନିଗମ ପକ୍ଷରୁ କିଣି ସୁଲଭ ମୂଲ୍ୟରେ ଉତ୍ପାଦନ ବୃଦ୍ଧି କରିବାକୁ ସେ ବୁଣାକାରମାନଙ୍କୁ ପରାମର୍ଶ ଦେଇଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ବୟନଶିଳ୍ପ ଉପନିର୍ଦ୍ଦେଶକ ଦାଶରଥ# ନନ୍ଦ, ଜାତୀୟ ହସ୍ତତନ୍ତ ବିକାଶ ନିଗମର ବାରାଣାସୀ ଶାଖାର ଡିଜିଏମ୍ ଜୟଗୋପାଳ ମହାଜନ୍, ଓଡ଼ିଶା ଶାଖାର ଅଧ#କାରୀ ବାଣୀ ରଞ୍ଜନ ଦାସ ପ୍ରମୁଖ ଉଦ୍ବୋଧନ ଦେଇ ମେକ୍ ଇନ୍ ଇଣ୍ଡିଆରେ ଭାଗ ନେବା ନିମନ୍ତେ ଗୁଣାତ୍ମକ ଉତ୍ପାଦନ, ସୂତା ଓ ରଙ୍ଗ ଉପରେ ଜ୍ଞାନ ଆହରଣ, ବୁଣାକାର ଓ ସ୍ପିନିଂ ମିଲମାନଙ୍କ ମଧ୍ୟରେ ସିଧାସଳଖ ସମନ୍ୱୟ ସ୍ଥାପନ ଆଦି ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ ଏହି ଅବସରରେ ୨୦୧୫-୧୬ ଆଥ#ର୍କ ବର୍ଷରେ ସର୍ବାଧ#କ ସୂତା କିଣିଥ#ବା ଆଠଗଡ ଜୋନ୍ର ମାଣିଆବନ୍ଧ, ଗମିଲୋ ଓ ବୀରବରପୁର ସମବାୟ ସମିତିକୁ ସମ୍ବର୍ଦ୍ଧିତ କରାଯାଇଥ#ଲାା ଦେଶର ବିଭିନ୍ନ ଅଞ୍ଚଳରୁ ସୂତାକଳର ମାଲିକ ଓ ପ୍ରତିନିଧ#ମାନେ ଯୋଗଦେଇ ସୂତା ଉତ୍ପାଦନ ଏବଂ ଜ୍ଞାନ କୌଶଳ ସଂପର୍କରେ ଆଲୋଚନା କରିଥ#ଲୋ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ଦେବରାଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ ଏନ୍ଏଚ୍ଡିସିର ସହକାରୀ ପ୍ରବନ୍ଧକ ଶୁଭଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥ#ଲୋ
ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସମବାୟ ସମିତି ସଭ୍ୟ ଓ ବୁଣାକାର ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଥ#ଲୋ

Share in top social networks!