ଭାଗବତ ଟୁଙ୍ଗି ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା ମଞ୍ଜୁର

ରାଜ୍ୟରେ ଭାଗବତ ଟୁଙ୍ଗିଗୁଡିକର ପୁନରୁଦ୍ଧାର ଓ ବିକାଶ ପାଇଁ ଆଥ#ର୍କ ସହାୟତା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତିା ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ଆଥ#ର୍କ ବର୍ଷରେ ଏହି ଟଙ୍କା ବିଭିନ୍ନ ଜିଲ୍ଲାଗୁଡିକୁ ଦିଆଯାଇଛିା ସଂପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଏହି ସହାୟତା ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଓ ବିକାଶ ନିମନ୍ତେ ଯୋଗାଇ ଦିଆଯିବା ପ୍ରତ୍ୟେକ ଭାଗବତ ଟୁଙ୍ଗିକୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ଏହା ଫଳରେ ଚଳିତ ଆଥ#ର୍କ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥ#ବା ୧୨୦୦ଟି ଭାଗବତ ଟୁଙ୍ଗିର ବିକାଶ ସାଧ#ତ ହେବା ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂସ୍କୃତି ବିଭାଗ ପକ୍ଷରୁ ଗତ ଆଥ#ର୍କ ବର୍ଷରେ ମଧ୍ୟ
ରାଜ୍ୟର ବିଭିନ୍ନ ସ୍ଥାନରେ ଥ#ବା ୧୨୦୦ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା ପ୍ରଦାନ କରାଯାଇଥ#ଲାା

Share in top social networks!